Breaking News

ମଙ୍ଗୁଳା ହେଲା କନ୍ୟା !! ଅଧା ବାଟ ରୁ ଫେରିଲା ବର

ଦିନ କୁ ଦିନ ବଢୁଥିବା କରୋନା ସଂକ୍ରମଣ ଦେଶ ତଥା ରାଜ୍ୟ ବାସି ଙ୍କ ନିଦ ହଜେଇଲାନି।ଆସନ୍ତା କାଲି ଦେଶରୁ ୩ ଲକ୍ଷ ୩୨ ହଜାର ୭୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟ ରେ ମଧ୍ୟ ଦୈନିକ ସଂକ୍ରମଣ ୬୦୦୦ ପାର କରିଛି। ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି।ଏହି ସଂକ୍ରମଣ କୁ ରୋକିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ପକ୍ଷ ରୁ ଅନେକ ପଦକ୍ଷେପ ନିଆଯାଇଛି। ମୁଖ୍ୟତଃ ଓଡ଼ିଶା ସୀମା ବର୍ତ୍ତି ଜିଲ୍ଲା ଗୁଡ଼ିକ ରେ କରୋନା ଦ୍ରୁତ ଗତି ରେ ବଢିବାର ଦେଖାଦେଇଥିଲା।ଏହାର କାରଣ ଓଡ଼ିଶା ର ପାର୍ଶ୍ଵବର୍ତ୍ତି ରାଜ୍ୟ ର ଲୋକ ମାନଙ୍କର ଓଡ଼ିଶା ରେ ପ୍ରବେଶ।

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି ରାଜ୍ୟ ସରକାର ଙ୍କ ଆଦେଶ କ୍ରମେ ଓଡ଼ିଶା ସିମାବର୍ତ୍ତି ଜିଲ୍ଲା ଗୁଡ଼ିକ ରେ ସାପ୍ତାହିକ ସଟ୍ ଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ଏବେ ଓଡିଶା- ଛତିଶଗଡ଼ ଓ ଓଡିଶା- ପଶ୍ଚିମବଙ୍ଗ ର ସୀମା କୁ ବନ୍ଦ କରିି ଦିଆଯାଇଛି।ଏହା ସହିତ ପ୍ରବେଶପଥ ରେ ଯାଞ୍ଚ୍ କୁ କଡ଼ା କଡି କରଯାଇଛି।ଏହା ସହିତ ସମସ୍ତ ଗଳା ରାସ୍ତା କୁ ମଧ୍ୟ ବାରିକେଟ୍ କରିଦିଆ ଯାଇଛି। ତେବେ ଏଥିପାଇଁ ସାଧାରଣ ଲୋକ ଓଡ଼ିଶା ଭିତରକୁ ପ୍ରବେଶ ପାଇଁ ହଟହଟା ହେଉଛନ୍ତି । ଗତ କାଲି ପଶ୍ଚିମବଙ୍ଗ ରୁ ଓଡ଼ିଶା କୁ ଯାଉଥିବା ଦୁଇ ଟି ବରଯାତ୍ରୀ ଗାଡ଼ି କୁ ପ୍ରବେଶ ର ଅନୁମତି ମିଳିନଥିଲା।

କରୋନା ଟେଷ୍ଟ ର ରିପୋର୍ଟ ନଥିବା କାରଣ ରୁ ବରପକ୍ଷ ଙ୍କୁ ବର୍ଡର ପାଖରେ ଅଟକା ଯାଇଥିଲା।ସେଥିପାଇଁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବରପକ୍ଷ ଙ୍କ କହିବା ମୁତାବକ ତାଙ୍କ ପାଖରେ ସୀମା ବନ୍ଦ ର କୌଣସି ସୂଚନା ନଥିଲା। ସରକାର ଙ୍କ ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ପାଖରେ ୪୮ ଘଣ୍ଟା ମଧ୍ୟ ରେ କରାଯାଇଥିବା କରୋନା ଟେଷ୍ଟ ର ନେଗେଟିଭ ରିପୋର୍ଟ୍ ଥିବ ଏବଂ କରୋନା ର ଦ୍ବିତୀୟ ଟୀକା ନେଇଥିବେ ସେ ସ୍ଥଳ ରେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିବ। ସେହି ଭଳି ପଶ୍ଚିମବଙ୍ଗ ସୀମାନ୍ତ ର ଅନେକ ଲୋକ ଜଳେଶ୍ଵର ମେଡ଼ିକାଲ ଉପରେ ନିର୍ଭର କରନ୍ତି ।ଆଶୁ ରୋଗ ପାଇଁ ଆସୁଥିବା ବ୍ୟକ୍ତି ଙ୍କୁ ମଧ୍ୟ ଓଡ଼ିଶା ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ।ସେଥିପାଇଁ ସାଧାରଣ ଲୋକ ହଟହଟା ହେଉଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାହାଘର ହବ ତ ଏମିତି! ହେଲିକପ୍ଟର ରୁ ଓହ୍ଲାଇଲେ ବର, ମଣ୍ଡପରେ ଆକାଶରୁ ଫୁଲ ବର୍ଷା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ବାହାଘର ସିଜିନ ଚାଲିଛି , ତେବେ ଆପଣ …

Leave a Reply

Your email address will not be published. Required fields are marked *