ସୁଟିଂ ସେଟ୍ ରେ କିପରି ମଜା ମସ୍ତି କରୁଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ସୁପ୍ରିୟା । ତାହେଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ ।ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଜୀ ସାର୍ଥକ ରେ ପ୍ରସାରିତ ହେଉଥିବା ନୂଆ ମେଘା ଧାରାବାହିକ କେମିତି କହିବି କହ ଆପଣ ମାନେ ନିଶ୍ଚୟ ଏହି ଧାରାବାହିକ ଟି ସବୁଦିନ ଦେଖୁଥିବେ ଓ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଯିଏ କି ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ବ ନବେ ଦଶକ ର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ବା ମୁନା ଭାଇ ଓ ତାଙ୍କ ବିପକ୍ଷ ରେ ନଜର ଆସୁଛନ୍ତି ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ ସୁପ୍ରିୟା ।
ହଁ ଦର୍ଶକ ଖୁବ କମ ଦିନ ରେ ଲୋକ ଙ୍କ ପାଖ ରେ ପ୍ରିୟ ହୋଇପାରିଛନ୍ତି । ସେ ଲଭ ପାଇଁ କୁଛ ବି କରେଗା ଓଡିଆ ଫିଲ୍ମ ରେ ଜବରଦସ୍ତ ଅଭିନୟ କରି ଥିଲେ । ଫିଲ୍ମଟି ମଧ୍ୟ ସୁପର ହିଟ ହବା ସହ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା । ହଁ ବନ୍ଧୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଏହି ଦୁଇ ଅଭିନେତା ଙ୍କ ଜବରଦସ୍ତ ଅଭିନୟ ଆପଣ ନିଶ୍ଚୟ ଦେଖିଥିବେ କେମିତି କହିବି କହ ଧାରାବାହିକରେ । ତାଙ୍କର ଏହି ଅଭିନୟ ଫଳ ରେ କେମିତି କହିବି କହ ଧାରାବାହିକ ଟି ଓଡ଼ିଶା ର ନମ୍ବର ୧ ହୋଇ ପାରିଛି ।
ଏହି ଧାରାବାହିକ ର ସୁ ଟିଂ ଙ୍ଗ ସେଟ୍ ର କିଛି ମଜା ମସ୍ତି କରୁଥିବାର ଫଟୋ ସିଦ୍ଧାନ୍ତ ମହାପାତ୍ର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେୟାର କରିଛନ୍ତି । ଯାହାକି ଦର୍ଶକ ମାନ ଙ୍କୁ ପସନ୍ଦ ଆସିଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ