Breaking News

ଫୁଣି କରୋନାରେ ଚାଲିଗଲେ ଓଡିଶା ଯାତ୍ରା ଜଗତର ଜଣେ ବରିଷ୍ଠ ଅଭିନେତା

ଦର୍ଶକ ବନ୍ଧୁ ପୁଣି ଏକ ଦୁଃଖ ର ଖବର ଦେହାନ୍ତ ହୋଇଗଲେ ଜଣେ ଜଣେ ବଡ ହାସ୍ୟ କଳାକାର । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଦେହାନ୍ତ ଭଲ ଦୁଃଖ ର ଖବର କେତେବେଳେ ବଲିଉଡ ଆସୁଥିଲା ତ କେତେବେଳେ ଅଲିଉଡ ରୁ ଆସୁଥିଲା । କିନ୍ତୁ ବର୍ତମାନ ଯେଉଁ କୋହଭରା ସମ୍ବାଦ ଆସିଛି ଜଲିଉଡ ରୁ । ହଁ ବନ୍ଧୁ ପରଲୋକ ରେ ଅମ ପ୍ରିୟ ଓଡିଆ ଜଗତ ର ଲୋକ ପ୍ରିୟ ହାସ୍ୟ କଳାକାର ଜଗବନ୍ଧୁ ବା ଜଗା ରାଉତ । ଯାହା ସୂଚନା ମିଳିଛି ଯେ ଜଗବନ୍ଧୁ କରୋନା ରେ ସଂକ୍ର  ମି  ତ ହୋଇଥିଲେ ଓ ତାଙ୍କ ଦେହ ଖରାପ ହେବା ରୁ ତାଙ୍କୁ ମେଡ଼ିକାଲ ରେ ଭର୍ତି କରାଯାଇଥିଲା । ସେ କାଲି ଚିକିତ୍ସା ଧୀନ ଅବସ୍ଥା ରେ ମୃତ୍ଯୁ ବରଣ କରିଛନ୍ତି ।

ସେ ବହୁ ଗୁଡିଏ ଓଡିଆ ଯାତ୍ରା  ରେ ଅଭିନୟ କରିଛନ୍ତି ଯେମିତି ରାଜଧାନୀ ତୋତେ ଦୁରୁ ଜୁହାର,କହ ଲୋ ବଉଳ କିଏ ତୋ ବର , ନ କହିଲେ କୂଳ ଭାସି ଯାଉଛି ଆକାଶ କାଇନିଆ ଚିଲିକା ମାଛ ,କାଗଜ ଫୁଲ,ବୋହୁ ଆଣିଥିଲି ବେଶୟାପଡା ରୁ ଏହି ଭଳି ଅନେକ ଅନେକ ସୁପର ହିଟ ଯାତ୍ରା ରେ ସେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇପାରିଛନ୍ତି । ସେ ତାଙ୍କ ଜୀବନ କାଳ ରେ ପାଖା ପାଖୀ ଅନେକ ଗଣ ନାଟ୍ୟ ରେ ଅଭିନୟ କରିଛନ୍ତି ଯେମିତି – ସାତଶଙ୍ଖ ,କୋଣାର୍କ,କଳିଙ୍ଗ ଭଳି ବଡ ଗଣନାଟ୍ୟ ରେ ସେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇଛନ୍ତି ।

ଖାଲି ସେତିକି ନୁହ ବନ୍ଧୁ ଜଗବନ୍ଧୁ ଙ୍କୁ ଜଗା ମଉସା ବୋଲି ସମସ୍ତେ ଡାକିଥାନ୍ତି । ସେ ପ୍ରଥମେ ସାତଶଙ୍ଖ ଗଣନାଟ୍ୟ ରେ ଅଭିନୟ କରିଥିଲେ । ତାଙ୍କୁ ଅଭିନୟ ଏମିତି ପାଗଳ କରିଥିଲା ଯେ ସେ ଘର ଛାଡି ସେହି ସାତଶଙ୍ଖ ଗଣନାଟ୍ୟ ରେ ଯୋଗ ଦେଇଥିଲେ ଓ ତାଙ୍କ ଅଭିନୟ କୁ ସବୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । କିନ୍ତୁ ଆମ କୁ ହସାଉଥିବା ଜଗା ମଉସା ଆମକୁ ଛାଡି ଏଇ ଦୁନିଆ କୁ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *