Breaking News

ଭିଡିଓ ଦେଖନ୍ତୁ – ରାସ୍ତାରେ ଅନୁଭବ ମହାନ୍ତି (Anubhav) ତାପରେ ଲୋକ ମାନେ ତାଙ୍କ ସହ ଏମିତି କରିଲେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅନୁଭବ ମହାନ୍ତି କିପରି ଗରିବ ଲୋକ ମାନ ଙ୍କୁ ସହର୍ଜୟା କରୁଛନ୍ତି ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ଆପଣ ମାନେ ଅନୁଭବ ଙ୍କୁ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖିଥିବେ । ସେ ତାଙ୍କ ଅଭିନୟ ପାଇଁ ସେ ଆଜି ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ଓଡିଆ ଇଣ୍ଡଷ୍ଟ୍ରୀ ନମ୍ବର 1 ହୋଇ ପାରିଛନ୍ତି ସେ ବର୍ଷା,ଅର୍ଚିତା,ପ୍ରିୟା,ଏଲିନା,ଶିବାନୀ ,ଝିଲ୍ଲିକ ଭଳି ଅନେକ ସୁପର ଷ୍ଟାର ଅଭିନେତ୍ରୀ ଙ୍କ ସହ ଅଭିନୟ କରିଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଖା ପାଖି ୧୦ ଟି ଫିଲ୍ମ୍ ରେ ଅଭିନୟ କରିବା ପରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଶେଷ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବହୁ ଦିନ ରହିନଥିଲା । ଗତ ଦୁଇ ମାସ ତଳେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ଝଗଡ଼ା ହୋଇଯାଇଥିଲା । ଏହି ଝଗଡ଼ା ଏତେ ପରିମାଣ ରେ ବଢ଼ି ଯାଇଥିଲା ଯେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ଼  ପ  ତ୍ର ଦେବାପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଏବେ କୋର୍ଟ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ଛାଡ଼   ପ  ତ୍ର ମାମଲା ଶୁଣାଣି ଚାଲିଛି।

କିନ୍ତୁ ବର୍ତମାନ ସମୟ ରେ ଏକ ଭିଡିଓ ଭାଇରାଲା ହବା ରେ ଲାଗିଛି ସୋସିଆଲ ମିଡ଼ିଆ ରେ ଯେଉଁ ଭିଡିଓ ରେ ଅନୁଭବ ମହାନ୍ତି ଏକ ଅସହାୟ ଲୋକ ନିକଟ କୁ ଯାଇ ତାର ସୁବିଧା ଅସୁବିଧା ବୁଝି ତାକୁ ସହାୟ କରିବେ ବୋଲି ପ୍ରତିସୂତି ଦେଇଛନ୍ତି । ଯଦି ଆମ ଓଡ଼ିଶା ରେ କିଏ କମ ବୟସ ରୁ ଏମପି ପଦ ପାଇଥାଏ ତାହାଲେ ସେ ହଉଛନ୍ତି ଅନୁଭବ ମହାନ୍ତି । ସବୁଠୁ ଯୁବ ଏମିପୀ ହଉଛନ୍ତି ଅନୁଭବ ମହାନ୍ତି । ଅନୁଭବ ବହୁ ଅସହାୟ ଲୋକ ଙ୍କୁ ମଧ୍ୟ ସହାୟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *