ବାଧ୍ୟ ହୋଇ ବିବାହ କଲେ ତରଙ୍ଗ ଟିଭି ର ଅଭିନେତ୍ରୀ ସୋନାଲି । ତେବେ ଏହା ପଛ ରେ କଣ ରହିଛି ସତ୍ୟତା ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ ।ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ନୂଆ ବୋହୂ। ଏହି ଧାରାବାହିକ ରେ ଆପଣ ମାନେ ସୋନାଲି ଙ୍କୁ ସୁମି ଅପା ଚରିତ୍ର ଅଭିନୟ କରିଥିବା ର ଦେଖିଥିବେ। ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ନୂଆ ବୋହୂ ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଛି ।
ତାଙ୍କ ଏହି ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ୍ ପସନ୍ଦ ମଧ୍ୟ କରିଥାଆନ୍ତି। ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେ ବର୍ତ୍ତମାନ ଚର୍ଚ୍ଚା ରେ । ସୋନାଲି ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ନୂଆ ବୋହୂ ଶିରିଏଲେ ସହିତ ସେ ବହୁ ଗୁଡ଼ିଏ ଆଲବମ୍ ରେ ମଧ୍ୟ ଜବରଦସ୍ତ ଅଭିନୟ କରିଛନ୍ତି। ନୂଆ ବୋହୂ ସିରିଏଲେ କରିବା ପୂର୍ବ ରୁ ସେ ଅନେକ ଧାରା ଵାହିକ ରେ ଅଭିନୟ କରିଥିଲେ। କିନ୍ତୁ ବର୍ତମାନ ଯାହା ସୂଚନା ମିଳିଛି ଯେ ସେ ମଞ୍ଜରୀ ଚ୍ୟାନେଲ ର ମୋ ଦେହେ ବୋଲି ଦେ ତୋ ଦେହ କଳା ଧାରାବାହିକ ରେ ଜବରଦସ୍ତ ଅଭିନୟ କରିଛନ୍ତି ।
ଯାହାଫଳରେ ଦର୍ଶକ ମାନେ ବହୁତ୍ ପଶନ୍ଦ କରିଛନ୍ତି ତାଙ୍କ ଅଭିନୟ କୁ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସୋନାଲି ଙ୍କ ଏକ ଫଟୋ ଭାଇରାଳ ହବା ରେ ଲାଗିଛି ଯେଉଁ ଫଟୋ ରେ ସେ ବଧୂ ବେଶ୍ ସାଜିଥିବା ର ନଜର ଆସିଛନ୍ତି ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ ସୋନାଲି ବିବାହ ବନ୍ଧନ ବାନ୍ଧି ହୋଇଛନ୍ତି । ହଁ ବନ୍ଧୁ ଆମେ ଏଠି କହି ରଖୁଛୁ ଯେ ସେ ବିବାହ ହୋଇଛନ୍ତି ସତ୍ କିନ୍ତୁ ରିଅଲ ଲାଇଫ ରେ ରୀଲ୍ ଲାଇଫ ରେ। ସେ ତାଙ୍କର କିଛି ସୁଟିଂ ସେଟ୍ ର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ