ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତ୍ଯେକ ଦିନ ଓଡିଆ ଧାରାବାହିକ ଏବମ ଚଳଚିତ୍ର ନିଶ୍ଚିତ ଭବେ ଦେଖିଥବେ । ଆଇ ଆମେ ଜାଣିବା ଅଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତ୍ରୀ ମାନ ଙ୍କ ଭଉଣୀ ମାନଙ୍କୁ ଦେଖିବା ଯାହା ଆପଣ କେବେ ବି ଦେଖି ନଥିବେ ।
ମିତାଲି – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ନୂଆ ବୋହୁ ଧାରାବାହିକ ରେ ମିତାଲି ଙ୍କୁ ରାଧିକା ଚରିତ୍ର ରେ ଅଭିନୟ କରିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୁ ଧାରାବାହିକ ଟି ଓଡ଼ିଶା ର ଶୀର୍ଷ ରେ ପହଞ୍ଚିଛି । ଇଏ ହଉଛନ୍ତି ରାଧିକା ବା ମିତାଲି ଙ୍କ ଭଉଣୀ ।
ପ୍ରିୟଙ୍କା ରଥ – ଆପଣ ମାନେ ପ୍ରିୟଙ୍କା ରଥ କୁ ନିଶ୍ଚୟ ଦେଖିଥିବେ କୁଆଁରୀ ବୋହୁ ଧାରାବାହିକ ରେ ଶ୍ରଦ୍ଧା ଚରିତ୍ର ରେ ଅଭିନୟ କରୁଥିବା ର । ପ୍ରିୟଙ୍କା ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଇଏ ହଉଛନ୍ତି ପ୍ରିୟଙ୍କା ରଥ ଙ୍କ ଭଉଣୀ ।
ମୋନାଲିସା – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ମୋନଳୀଷା ଙ୍କୁ ନୂଆ ବୋହୁ ଧାରାବାହିକ ରେ ସୁମୀ ଅପା ଚରିତ୍ର ରେ ଅଭିଆଣୀ କରୁଥିବାର । ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୁ ଧାରାବାହିକ ରେ ଓଡ଼ିଶା ର ନମ୍ବର 1 ଧାରାବାହିକ ହୋଇ ପାରିଥିଲା । ଇଏ ହଉଛନ୍ତି ମୋନାଲିସ ଙ୍କ ଶନ ଭଉଣୀ ।
ସୋମାଳିନୀ ଓ ଜାଙ୍କଳିନୀ – ରଜ କ୍ବିନୀ ର ୱିନର ହୋଇ ଓଡିଆ ଇଣ୍ଡଷ୍ଟ୍ରୀ ରେ ପଦ ଦେଇଥିଲେ ଜାଙ୍କଳିନୀ । ଜାଙ୍କଳିନୀ ଓ ସୋମଲିନୀ ହେଉଛନ୍ତି ୨ ଭଉଣୀ ।
ରିୟା – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ରିୟା ଙ୍କୁ ସେ ଅନେକ ଚଳଚ୍ଚିତ୍ର ରେ ଅଭିନୟ । ଇଏ ହେଉଛନ୍ତି ରିୟା ଙ୍କ ଭଉଣୀ ତାଙ୍କ ନାମ ଦୀୟା ଅଟେ ।
ଅର୍ଚ୍ଚିତା – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ହଉଛନ୍ତି ଅର୍ଚ୍ଚିତା । ଆପଣ ମାନେ ନିଶ୍ଚୟ ଦେଖିଥିବେ ଅର୍ଚ୍ଚିତା ଙ୍କୁ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିବାର । ଇଏ ହେଉଛନ୍ତି ଅର୍ଚ୍ଚିତା ଙ୍କ ଭଉଣୀ ।
ସନମିରା – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଶିଶୁ କଳାକାର ଭାବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ସନମୀରା । କିନ୍ତୁ ବର୍ତ୍ତମାନ ସମୟ ରେ ସେ ହିରୋଇନ୍ ଚରିତ୍ର ରେ ନଜର ଆସିଛନ୍ତି । ସେ ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଇଏ ହେଉଛନ୍ତି ତାଙ୍କ ଭଉଣୀ ।
ଶିବାନୀ – ହଁ ବନ୍ଧୁ ଶିଶୁ କଳାକାର ଭାବେ ପ୍ରଥମେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଶିବାନୀ କିନ୍ତୁ ବର୍ତ୍ତମାନ ସମୟ ରେ ସେ ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ହିରୋଇନ୍ । ଇଏ ହେଉଛନ୍ତି ଶିବାନୀ ଙ୍କ ସାନ ଭଉଣୀ ।