Breaking News

ପୁଣି କରୋନା ରେ ଚାଲିଗଲେ ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତା

ଦର୍ଶକ ବନ୍ଧୁ ପୁଣି ଆସିଲା ଏକ ଦୁଃ  ଖ ର ଖବର । ଚାଲିଗଲେ ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା କଳାକାର । ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଆମ ଅଲିଉଡ ଇଣ୍ଡଷ୍ଟ୍ରୀ ହଉ ବା ବଲିଉଡ ଇଣ୍ଡଷ୍ଟ୍ରୀ ସବୁବେଳେ ଆପଣ ମାନେ ମହାନ ମହାନ କଳାକାର ମାନ ଙ୍କୁ ଦେଖିବାକୁ ପାଇବେ କାରଣ ଆମ ଭାରତ ହଉଛି କଳାକୃତି ଦେଶ । ଏହି କଳାକୃତି ଦେଶ ରୁ ମହାନ ମହାନ କଳାକାର ଏ ଦେଶ ଛାଡି ଏ ଦୁନିଆ ଛାଡି ଦୂରେଇ ଯାଇଛନ୍ତି ।

ହଁ ବନ୍ଧୁ ମଙ୍ଗଳବାର ଦିନ ମୁମ୍ବାଇ ରେ ବଲିଉଡ ଅଭିନେତା କିଶୋର ନନ୍ଦଲାସ୍କାର ଙ୍କ ଦେହାନ୍ତ ହୋଇଛି । ଯାହା ସୂଚନା ମିଳିଛି ଯେ କରୋନା ରେ ଆକ୍ରାନ୍ତ ଥିଲେ । ଆପଣ ମାନେ ନିଶ୍ଚୟ ଦେଖିଥିବେ କିଶୋର ଙ୍କୁ ଅନେକ ବଲିଉଡ ଚଳଚିତ୍ର ରେ । ସେ ଅଭିନେତା ଗୋବିନ୍ଦା ଙ୍କ ଫିଲ୍ମ “ଜିସ ଦେଶ ମେ ଗଙ୍ଗା ରହତା ହୈ “ ଏହି ଫିଲ୍ମ ଟି ସୁପର ହିଟ ହୋଇଥିଲା ଓ ଏହି ଚଳଚିତ୍ର ରେ କିଶୋର ଙ୍କୁ ଆପଣ ମାନେ ସନ୍ନାତା ଚରିତ୍ର ରେ ନଜର ଆସିଥିଲେ ।

ଯାହା ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା । ସେ ବହୁ ଗୁଡିଏ ଚଳଚିତ୍ର ରେ ଅଭିଆଣୀ କରିଛନ୍ତି ଯେମିତିକି ବାସ୍ତବ,ଶିମ୍ବ , ଖାକୀ , ସିଂଘମ ଭଳି ଅନେକ ଚଳକଯିତ୍ର ରେ ଅଭିନୟ କରିଛନ୍ତି । ଖାଲି ସେଠିକି ନୁହେଁ ବନ୍ଧୁ ସେ ସେ ତାମିଲନାଡୁ ର ଜଣେ ଜଣା ଶୁଣା କଳାକାର ଭାବେ ପରିଚିତ । କିଶୋର ଙ୍କ ମୃ  ତ୍ଯୁ ଖବର ରେ ପୁଣି ବଲିଉଡ ଇଣ୍ଡଷ୍ଟ୍ରୀ ଓ ତାମିଲନାଡୁ ଇଣ୍ଡଷ୍ଟ୍ରୀ ରେ ଶୋକ ର ଲହରୀ ଖେଳିଯାଇଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.