Breaking News

କୁନି ତାରିଣୀ (Ayesha) ଓ ବୀର (Tej) ଫୁଣି ଥରେ ଏହି ସିରିଏଲରେ ନଜର ଆସିବେ

ଦର୍ଶକ ବନ୍ଧୁ ପୁଣି ନଜର ଆସିବେ କୁନି ତାରିଣୀ ଓ ବୀର ଆଉ ଏକ ନୂଆ ଧାରାବାହିକ ରେ ଅଭିନୟ କରିବାକୁ ଯାଉଛନ୍ତି । ସେ କେଉଁ ଧାରାବାହିକ ରେ ଅଭିନୟ କରିବା କୁ ଯାଉଛନ୍ତି ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ସେମାନେ ବହୁ କମ୍ ବୟସ ରୁ ଜବରଦସ୍ତ ଅଭିନୟ କରି ଆଜି ଲୋକ ପ୍ରିୟ ହୋଇପାରିଛନ୍ତି । ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ରେ କୁନି ତାରିଣୀ ଓ ବିର ଙ୍କୁ ।

ସେମାନେ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ତାରା ତାରିଣୀ ଧାରାବାହିକ ଟି ଓଡ଼ିଶା ର ଶୀର୍ଷ ରେ ପହଞ୍ଚିଥିଲା । ତାଙ୍କର ଅଭିନୟ ଯାଦୁ ରେ ସେ ଆଜି ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ବର୍ତ୍ତମାନ ତାରା ତାରିଣୀ ଧାରାବାହିକ ଟି ବନ୍ଦ ନହେବା ପାଇଁ ତରଙ୍ଗ ର ପ୍ରଦୁସର ମାନେ ଏଥିରେ ଆଉ ଏକ ନୂଆ ଧାରାବାହିକ ଟି ଯୋଡ଼ା ହୋଇଛି ଯାହାର ନାମ ହେଉଛି ତାରିଣୀ ଆଖିରେ ତାରା ଯେଉଁ ଧାରାବାହିକ ଟି ରେ କୁନି ତାରା ତାରିଣୀ ବଡ ହୋଇଯାଇଛନ୍ତି ।

ଯାହା ଫଳ ରେ କୁନି ତାରିଣୀ ଓ ବିର ଭଳି ଦୁଇ ଶିଶୁ କଳାକାର ଓ ଅନେକ ଅଭିନେତା ମାନ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ଏକ ଖବର ଭାଇରାଳ ହବା ରେ ଲାଗିଛି ଯେ ଖୁବ୍ ଶୀଘ୍ର କୁନି ତାରିଣୀ ଓ ବିର ଙ୍କ ଆସିବାକୁ ଯାଉଛି ଏକ ନୂଆ ଧାରାବାହିକ ଯାହାର ନାମ ଘୋଷଣା କରା ଯାଇ ନାହିଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.