Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ Ollywood କଳକାର ମାନଙ୍କ ଭାଣେଜୀ ମାନଙ୍କ ବିଷୟରେ

ଦର୍ଶକ ବନ୍ଧୁ ଆପଣ ମାନେ ଅଲିଉଡ ଇଣ୍ଡଷ୍ଟ୍ରି ର ହିରୋ ବା ହିରୋଇନ୍ ମାନ ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କ ଭାଇ ଭଉଣୀ ତାଙ୍କ ପରିବାର ବିଷୟ ରେ ଜାଣିଥିବେ । କିନ୍ତୁ ଅଜିବାମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ହିରୋ ହିରୋଇନ୍ ମାନ ଙ୍କ ଭାଣେଜି ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ତାହେଲେ ଆସନ୍ତୁ ଜାଣିବା


ଝିଲ୍ଲିକ ଭଟ୍ଟାଚାର୍ଯ୍ୟ – ଦର୍ଶକ ବନ୍ଧୁ ଆପଣ ନିଶ୍ଚୟ ଜାଣିଥିବେ ଯେ ଗତ ବର୍ଷ ଝିଲିକୁ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ । ଇଏ ହେଉଛନ୍ତି ଝିଲ୍ଲିକ୍ ଙ୍କ ଭାଣେଜୀ ବା ପ୍ରୀତି ରଞ୍ଜନ ଘଡେଇ ଙ୍କ ଭଉଣୀ ର ଝିଅ ।


ସତ୍ୱୀକି – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ସତ୍ୱିକୀ ଙ୍କୁ ନୂଆ ବୋହୂ ଧାରାବାହିକ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ତାଙ୍କ ଭାଣେଜୀ ହେଉଛନ୍ତି ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା କୁନି ତାରିଣୀ ।


ପ୍ରିୟଙ୍କା – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ପ୍ରିୟଙ୍କା ଙ୍କ ଅଭିନୟ ଅନେକ ଧାରାବାହିକ ଓ ଅନେକ ଚଳଚ୍ଚିତ୍ର ରେ । ଇଏ ହେଉଛନ୍ତି ହର ପଟ୍ଟନାୟକଙ୍କ ଝିଅ ବା ପ୍ରିୟଙ୍କା ଙ୍କ ଝିଆରୀ ।


ରାଧିକା – ନୂଆ ବୋହୂ ଧାରାବାହିକ ରେ ଜବରଦସ୍ତ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ଧାରାବାହିକ ଟି ଓଡ଼ିଶା ଶୀର୍ଷ ପହଞ୍ଚିପରିଛି । ଇଏ ହେଉଛନ୍ତି ରାଧିକା ଙ୍କ ମାମୁଁ ପୁଅ ।

ରଞ୍ଜିତା – ଆପଣ ମାନେ ନିଶ୍ଚୟ ଦେଖିଥିବେ ତାରା ତାରିଣୀ ଧାରାବାହିକ ରେ ତନୁଜା ଖୁଡି ଚରିତ୍ର ରେ ଅଭିନୟ କରିଥିବା ର । ରଞ୍ଜିତା ଙ୍କ ପୁତୁରା ହେଉଛନ୍ତି ତାରା ତାରିଣୀ ର ଶିଶୁ କଳାକାର ବୀର।


ଅନୁଭବ _ ଅଲିଉଡ ର ସୁପର ଷ୍ଟାର୍ ହେଉଛନ୍ତି ଅନୁଭବ ମହାନ୍ତି । ଆଉ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ଅନେକ ଚଳଚ୍ଚିତ୍ର ରେ । ଗପ ହେଲେ ବି ସତ ରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ରାହୁଲ ହେଉଛନ୍ତି ଅନୁଭବ ଙ୍କ ଭଣଜା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.