Breaking News

ଦେଖନ୍ତୁ ଭିଡିଓ – ବିବାହ ପରେ ଅର୍ଚ୍ଚିତା (Archita) Live ରେ ଆସି ଏମିତି ଏକ ବଡ କଥା କହିଲେ

ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ କିଛି ନ କିଛି କାରଣ ରୁ ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି ଠିକ୍ ସେହି ପରି ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ଙ୍କ ଏକ ଭିଡିଓ ତାହେଲେ ଆପଣ କଣ ଜାଣିଛନ୍ତି ଏହି ଭିଡିଓ ଟି ରେ ଅର୍ଚ୍ଚିତା କଣ କହିଛନ୍ତି ଯଦି ଜାଣି ନାହାନ୍ତି ତାହାଲେ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ। ଅର୍ଚ୍ଚିତା ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ତାଙ୍କର ସମସ୍ତ ସୁପର୍ ହିଟ ହବା ସହ ସେ ଲୋକ ପ୍ରିୟ ହୋଇପାରିଛନ୍ତି ।ସେ ପ୍ରଥମେ ୨୦୦୫ ମସିହା ରେ ପାଦ ଦେଇଥିଲେ ।

ଅର୍ଚ୍ଚିତା ଙ୍କ ପ୍ରଥମ ଫିଲ୍ମ୍ ଥିଲା ଓଃ ମାଇଁ ଲଭ୍ ଏହି ଫିଲ୍ମ୍ ରେ ଜବରଦସ୍ତ ଅଭିନୟ ଲୋକ ମାନେ ପସନ୍ଦ କରୁଥିଲେ ଏହି ଫିଲ୍ମ୍ ଟି ମଧ୍ୟ ସୁପର ହିଟ୍ ହୋଇଥିଲା ଏବଂ ସେ ଲୋକ ପ୍ରିୟ ହୋଇ ପାରିଥିଲେ । ଅର୍ଚ୍ଚିତା ସବ୍ୟସାଚୀ ଙ୍କ ସହ ବହୁ ଗୁଡ଼ିଏ ଫିଲ୍ମ୍ କରିଛନ୍ତି ଓ ସେହି ଫିଲ୍ମ୍ ଗୁଡ଼ିକ ହେଲା କେଉଁ ଦୁନିଆରୁ ଆସିଲ ବନ୍ଧୁ, ସ୍ମାଇଲ ପ୍ଲିଜ୍ ଭଳି ଆହୁରି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଓ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହିଟ୍ ହୋଇଥିଲା । ଏହି ଦୁଇ ଜଣ ଙ୍କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ତା ପରବର୍ତ୍ତୀ ସମୟ ରେ ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଅର୍ଚ୍ଚିତା ଙ୍କ ଏକ ଭିଡିଓ ଭାଇରାଳ ହବା ରେ ଲାଗିଛି ।

ସେ କହିଛନ୍ତି ଯେ ଯେଉଁ ଭଳି ଭାବେ ଏହି କରୋନା ସମୟ ରେ ସୋସିଆଲ ମିଡ଼ିଆ ବହୁ ଭୁଲ୍ ତଥ୍ୟ ସେୟାର କରୁଥିବା ବ୍ୟକ୍ତି ଙ୍କୁ ଅନୁରୋଧ କରିଛନ୍ତି ସେ ଏହି ଭଳି ପୋଷ୍ଟ ସେୟାର କରନ୍ତୁ ନାହିଁ ଏହି ସମୟ ରେ ଏମିତି କିଛି ପୋଷ୍ଟ ସେୟାର କରନ୍ତୁ ଯାହା କରୋନା ରେ ସଂକ୍ରମିତ ଥିବା ବ୍ୟକ୍ତି ଙ୍କୁ ସାହାର୍ଯ୍ୟ କରି ପାରିବ । ସେଥିପାଇଁ ସେ ତାଙ୍କ ସୋସିଆଲ ମିଡ଼ିଆ ଇନଷ୍ଟା ଗ୍ରାମ ଆକାଉଣ୍ଟ୍ ରେ କିଛି କୋଭିଡ୍ ର କିଛି ଗାଇଡ ଲାଇନ ତଥ୍ୟ କୁ ପୋଷ୍ଟ କରିଛନ୍ତି ଯାହା କରୋନା ରେ ଆକ୍ରାନ୍ତ ଥିବା ବ୍ୟକ୍ତି ଙ୍କୁ ସାହାର୍ଯ୍ୟ କରି ପାରିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.