Breaking News

ଭିଡିଓ ଦେଖନ୍ତୁ – ପପୁ ପମ ପମଙ୍କ Papu Pom Pom ମାଉସୀ ଅସୀମା ପଣ୍ଡା Asima Panda ଓ ହ୍ୟୁମାନ ସାଗରଙ୍କ ସହ ଗୀତ ଗାଇବେ

ଦର୍ଶକ ବନ୍ଧୁ ପୁଣି ଜଣେ ଦ୍ଵିତୀୟ ରାନୁ ମଣ୍ଡଳ ଭଳି ଗାୟିକା ଜଣେ ଗାୟିକା ଦେଖା ଦେଇଛନ୍ତି ଆମ ଓଡ଼ିଶା ରେ ଏହା ଆମେ କହୁନୁ ସେ ଭିଡିଓ ଟି ଦେଖିଥିବା ସମସ୍ତ ଦର୍ଶକ ମାନେ କହିଛନ୍ତି ତାହେଲେ ଆସନ୍ତୁ ଏହି ଭିଡିଓ ରେ ବିଷୟ ରେ ଆଉ କିଛି ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ହଁ ବନ୍ଧୁ ସୋସିଆଲ ମିଡ଼ିଆ ଏମିତି ଏକ ମିଡ଼ିଆ ଯେଉଁଥିରେ କୌଣସି ବ୍ୟକ୍ତି ଯଦି ଭାଇରାଳ ହୋଇଯାଏ ତ ସେ ଏକ ନୂଆ ପରିଚୟ ପାଇଥାଏ ।

ଏହି ନୂଆ ପରିଚୟ କେବଳ ଦର୍ଶକ ମାନେ ହିଁ ପରିଚିତ କରାଇଥାନ୍ତି ସେ ଭାଇରାଳ ହୋଇଥିବା ଭିଡିଓ ହଉ ବା ଫଟୋ ସେମାନେ ଏକ ନୂଆ ପରିଚୟ ପାଇଥାନ୍ତି ଏହି ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଏବଂ ଥରେ ଯିଏ ସୋସିଆଲ ମିଡ଼ିଆ ରେ ଭାଇରାଳ ହେଲା ସେ ସଙ୍ଗେ ସଙ୍ଗେ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇଯିବେ । ଠିକ୍ ସେମିତି ଆମ ଓଡ଼ିଶା ର ଏକ ସ୍ତ୍ରୀ ଲୋକ ଯିଏ କି ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ଗୀତ ଗାଇ ଏକ ନୂଆ ପରିଚୟ ବନେଇ ପାରିଛନ୍ତି ।

ହଁ ବନ୍ଧୁ ଏହି ଭିଡିଓ ଟି ରେ ଜଣେ ମାଉସୀ ଆମର ବାବୁ ଆଇ ଲଭ ୟୁ ଗୀତ ଟି ଗାଇଛନ୍ତି ସତ୍ ହେଲେ ଏହି ଗୀତ ସ୍ଵର୍ ନାହିଁ କିନ୍ତୁ ଗୀତ ଟି ସେ ଗାଇଛନ୍ତି ଓ ଏହି ଗୀତ ଟି ଦର୍ଶକ ମାନ ଙ୍କ ମନ କୁ ବହୁତ୍ ପସନ୍ଦ ଆସିଛି ଏଥି ସହିତ ଦର୍ଶକ ମାନେ ଏହି ମାଉସୀ କୁ ଏକ ନୂଆ ନାମ ମଧ୍ୟ ଦେଇଛନ୍ତି ସେ ନାମ ଟି ହଉଛି ଦ୍ଵିତୀୟ ରାନୁ ମଣ୍ଡଳ । ଆଗକୁ ଏହି ଦ୍ଵିତୀୟ ରାନୁ ମଣ୍ଡଳ ଗୀତ ଗାଇବାକୁ ଯାଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *