Breaking News

କାହିଁକି ବର୍ଷା(Varsha) ସିନେମା କରୁ ନାହାନ୍ତି ବାବୁଶାନ (Babushan) ଙ୍କ ସହିତ? କଣ ରହିଛି ଏହା ପଛର ରହସ୍ୟ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ବାବୁଶାନ୍ ଙ୍କ ସହ କାହିଁକି ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରୁ ନାହାଁନ୍ତି । ହଁ ବନ୍ଧୁ ଆପଣ ମନେ ନିଶ୍ଚୟ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ଭାବେ ପରିଚିତ। ସେ ଅନେକ ଚଳଚ୍ଚିତ୍ର ରେ ତାଙ୍କର ଜବରଦସ୍ତ ଅଭିନୟ କରିଛନ୍ତି ଓ ଏହି ଜବରଦସ୍ତ ଅଭିନୟ ଫଳ ରେ ସମସ୍ତ ଫିଲ୍ମ୍ ସୁପର୍ ହିଟ ହବା ହୋଇଥିଲା ଓ ଦର୍ଶକ ମାନେ ମଧ୍ୟ ତାଙ୍କର ସମସ୍ତ ଫିଲ୍ମ୍ କୁ ପସନ୍ଦ କରିଥିଲେ । ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଅଭିନୟ ଫଳ ରେ ଲୋକ ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ଅର୍ଜନ କରିଛନ୍ତି ।

ସେ ପ୍ରଥମେ ଏ ଯୁଗ ର କୃଷ୍ଣ ସୁଦାମା ଚଳଚ୍ଚିତ୍ର ରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ଓ ଏହି ସୁପର୍ ହୋଇଥିଲା । ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତା ଯଥା ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ବୁଦ୍ଧାଦିତ୍ୟ,ସବ୍ୟସାଚୀ, ପୁପିନ୍ଦର ଆଦି ସମସ୍ତ ହିରୋ ଙ୍କ ସହିତ ଅଭିନୟ କରିଛନ୍ତି କିନ୍ତୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁଶାନ୍ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ କେବେ ଦେଖିଥିବେ । ତାହେଲେ କାରଣ କଣ୍ କଣ ପାଇଁ ବର୍ଷା ପ୍ରିୟଦର୍ଶିନୀ ବାବୁଶାନ୍ ଙ୍କ ସହ ଅଭିନୟ କରୁନାହାନ୍ତି ନା ବାବୁଶାନ୍ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ଅଭିନୟ କରିବାକୁ ଚାହୁଁ ନାହାନ୍ତି । କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ବର୍ଷା କହିଛନ୍ତି ଯେ ବାବୁଶାନ୍ ଜଣେ ଭଲ ଅଭିନେତା କିନ୍ତୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଅଭିନୟ ଦେଖିବାକୁ ମିଳୁନାହିଁ ସେ ସାମାଜିକ କାମ କରୁଛନ୍ତି । ଯଦି ଆଗାମୀ ଦିନ ମାନ ଙ୍କ ମଧ୍ୟ ରେ ଯଦି ବର୍ଷା ଅଭିନୟ କରନ୍ତି ତାହେଲେ ସେ ନିଶ୍ଚୟ ବାବୁଶାନ୍ ଙ୍କ ସହ ଅଭିନୟ କରିବେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.