ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ବାବୁଶାନ୍ ଙ୍କ ସହ କାହିଁକି ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରୁ ନାହାଁନ୍ତି । ହଁ ବନ୍ଧୁ ଆପଣ ମନେ ନିଶ୍ଚୟ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ଭାବେ ପରିଚିତ। ସେ ଅନେକ ଚଳଚ୍ଚିତ୍ର ରେ ତାଙ୍କର ଜବରଦସ୍ତ ଅଭିନୟ କରିଛନ୍ତି ଓ ଏହି ଜବରଦସ୍ତ ଅଭିନୟ ଫଳ ରେ ସମସ୍ତ ଫିଲ୍ମ୍ ସୁପର୍ ହିଟ ହବା ହୋଇଥିଲା ଓ ଦର୍ଶକ ମାନେ ମଧ୍ୟ ତାଙ୍କର ସମସ୍ତ ଫିଲ୍ମ୍ କୁ ପସନ୍ଦ କରିଥିଲେ । ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଅଭିନୟ ଫଳ ରେ ଲୋକ ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ଅର୍ଜନ କରିଛନ୍ତି ।
ସେ ପ୍ରଥମେ ଏ ଯୁଗ ର କୃଷ୍ଣ ସୁଦାମା ଚଳଚ୍ଚିତ୍ର ରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ଓ ଏହି ସୁପର୍ ହୋଇଥିଲା । ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ଅଭିନେତା ଯଥା ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ବୁଦ୍ଧାଦିତ୍ୟ,ସବ୍ୟସାଚୀ, ପୁପିନ୍ଦର ଆଦି ସମସ୍ତ ହିରୋ ଙ୍କ ସହିତ ଅଭିନୟ କରିଛନ୍ତି କିନ୍ତୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁଶାନ୍ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ କେବେ ଦେଖିଥିବେ । ତାହେଲେ କାରଣ କଣ୍ କଣ ପାଇଁ ବର୍ଷା ପ୍ରିୟଦର୍ଶିନୀ ବାବୁଶାନ୍ ଙ୍କ ସହ ଅଭିନୟ କରୁନାହାନ୍ତି ନା ବାବୁଶାନ୍ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ଅଭିନୟ କରିବାକୁ ଚାହୁଁ ନାହାନ୍ତି । କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା।
ଦର୍ଶକ ବନ୍ଧୁ ବର୍ଷା କହିଛନ୍ତି ଯେ ବାବୁଶାନ୍ ଜଣେ ଭଲ ଅଭିନେତା କିନ୍ତୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଅଭିନୟ ଦେଖିବାକୁ ମିଳୁନାହିଁ ସେ ସାମାଜିକ କାମ କରୁଛନ୍ତି । ଯଦି ଆଗାମୀ ଦିନ ମାନ ଙ୍କ ମଧ୍ୟ ରେ ଯଦି ବର୍ଷା ଅଭିନୟ କରନ୍ତି ତାହେଲେ ସେ ନିଶ୍ଚୟ ବାବୁଶାନ୍ ଙ୍କ ସହ ଅଭିନୟ କରିବେ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ