ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ଙ୍କୁ ନିଶ୍ଚୟ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିସ୍ଚୟ ଦେଖିଥିବେ ।ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି ।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସବ୍ୟସାଚୀ ହେଉଛନ୍ତି ଜଣେ ସମାଜ ସେବି। ସେ ବହୁତ ଲୋକଙ୍କୁ ସାହାର୍ଯ୍ୟ ର ହାତ ବଢ଼ାଇ ଛନ୍ତି ତେବେ ବହୁତ ଲୋକଙ୍କୁ ସାହାର୍ଯ୍ୟ କରି ସବ୍ୟସାଚୀ ସବୁବେଳେ ଚର୍ଚ୍ଚା ରେ ରହୁଛନ୍ତି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ 2020 ରେ ହୋଇଥିବା କୋରୋନା ମହାମାରୀ ରେ ଲୋକମାନଙ୍କୁ ସବ୍ୟସାଚୀ ବହୁତ ସାହାର୍ଯ୍ୟ କରିଥିଲେ ।ପ୍ରବାସୀ ଶ୍ରମିକ ମାନଙ୍କୁ ସେ ବହୁତ ସାହାର୍ଯ୍ୟ ମଧ୍ୟ କରିଥିଲେ।ତେବେ ସେ ଲୋକମାନଙ୍କୁ ସାହାର୍ଯ୍ୟ କରି ସବୁବେଳେ ଚର୍ଚ୍ଚା ରେ ରୁହନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏବେ କୋରୋନା ମହାମାରୀ ର ଦିତୀୟ ଲହରୀ ଆମ ଦେଶରେ ବ୍ୟାପିବାରେ ଲାଗିଛି ତେବେ ଏହାକୁ ଆଖି ଆଗରେ ରଖି ସରକାର ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି ଓ ଲୋକମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି।
ତେବେ ଏହି କୋରୋନା ମହାମାରୀ ର ଦିତୀୟ ଲହରୀ କୁ ନେଇ ସବ୍ୟସାଚୀ ପୁଣି ଥରେ ସାମ୍ନା କୁ ଆସିଛନ୍ତି ସେ କହିଛନ୍ତି ପରିସ୍ଥିତି ଥରେ ଖରାପ ହୋଇଛି ମାନେ ଆମ ମାନଙ୍କୁ ସାମ୍ନା କରିବାକୁ ପଡିବ। ସେ କହିଛନ୍ତି ଏହି କିଛି ଦିନ ହେବ ଓଡିଶା ଭିତରୁ ଓ ଓଡିଶା ବାହାରୁ ରେକୁୱେଷ୍ଟ ଆସୁଛି କି ଅକ୍ସୀଜେନ ମେଡ଼ିସିନ ଇତ୍ୟାଦି ପାଇଁ ବହୁତ ଗୁଡିଏ ମେସେଜ ଆସୁଛି ଆଉ ଯେଉଁମାନେ ମେସେଜ କରୁଛନ୍ତି ସେମାନେ ବହୁତ ଖରାପ ପରିସ୍ଥିତି ରେ ଅଛନ୍ତି।
ତେବେ ଏହାକୁ ଟିକେ ସହଜ କରିବା ପାଇଁ ସବ୍ୟସାଚୀ ନିଜେ ଏକ ଅନ ଲାଇନ ଫର୍ମ ତିଆରି କରିଛନ୍ତି ତେବେ ଆପଣ ଙ୍କର କୋଭିଡ ଜନିତ କୌଣସି ବି ସାହାର୍ଯ୍ୟ ପାଇବାକୁ ଚନହୁଛନ୍ତି ତେବେ ଆପଣ ମାନେ ଏହି ଫର୍ମ ଟିକୁ ପୂରଣ କରନ୍ତୁ। ସେହି ଲିଙ୍କ ହେଉଛି http://bit.ly/patient_details_urgent । ଏଥିରେ ଆପଣ ନିଜର ଇମେଲ୍ ଆଇଡ଼ି ,କରୋନା ରେ ଆକ୍ରାନ୍ତ ଥିବା ବ୍ୟକ୍ତି ଙ୍କ ନାମ ,ବୟସ,ଫୋନ ନମ୍ବର,ସଂକ୍ରମିତ ଯେଉଁ ସ୍ଥାନ ରେ ଅଛନ୍ତି ସେ ସ୍ଥାନ ର ଠିକଣା ,ହସ୍ପିଟାଲ ରେ ଭର୍ତି ହୋଇଥିବା ଠିକଣା ଓ ଆପଣ କେଉଁ ପ୍ରକାର ସହାୟତା ପାଇଁ ଚାହୁଁ ଛନ୍ତି, ତେବେ ଯଥା ସମ୍ଭବ ମୁଁ ଚେଷ୍ଟା କରିବି ସାହାଯ୍ୟ କରିବା ପାଇଁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ