Breaking News

ପ୍ରଥମ ଥର Live ରେ ଆସି ରଚନା ବାନାର୍ଜୀ (Rachana) ଏମିତି କିଛି କଥା କହିଲେ

ଦର୍ଶକ ବନ୍ଧୁ ଓଡ଼ିଆ ବା ବଙ୍ଗାଳୀ ଇଣ୍ଡଷ୍ଟ୍ରି ର ଜଣା ଶୁଣା ହିରୋଇନ୍ ରଚନା ବାନାର୍ଜୀ ଙ୍କ ର ଆସିବାକୁ ଯାଉଛି ଏକ ଚଳଚ୍ଚିତ୍ର ତାହେଲେ ଆସନ୍ତୁ ଏହି ବିଷୟ ରେ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଆପଣ ମାନେ ନିଶ୍ଚିନ୍ତ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ରେ ଅଧିକାଂଶ ଚର୍ଚ୍ଚା ର ବିଷୟ ପାଲଟି ଥାଏ ଯେ ସିଦ୍ଧାନ୍ତ ଏବଂ ରଚନା ଯୋଡ଼ି କୁ ନେଇ ଓଲିଉଡ ଚଳଚ୍ଚିତ୍ର ଜଗତ ରେ ସିଦ୍ଧାନ୍ତ ଏବଂ ରଚନା ଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁତ୍ ପଶନ୍ଦ କରିଥାନ୍ତି ।

ପ୍ରତ୍ୟେକ ସମୟ ରେ ସିଦ୍ଧାନ୍ତ ଏବଂ ରଚନା ଙ୍କୁ ଗୋଟେ ଚଳଚ୍ଚିତ୍ର ରେ ପୂର୍ବ ଭଳି ଏକାଠି ଦେଖିବାକୁ ଦର୍ଶକ ମାନେ ଆଜି ପି ମଧ୍ୟ ଚାହିଁ ରହିଛନ୍ତି । ହଁ ବନ୍ଧୁ ନବେ ଦର୍ଶକ ରେ ପାଖା ପାଖି ୨୦ ଟା ଫିଲ୍ମ୍ ରେ ଅଭିନୟ କରି ସାରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ । ଏହି ଯୋଡ଼ି ଙ୍କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଥିଲେ । ଏହି ଦୁଇ ଯୋଡ଼ି ସୁଟିଂ ସମୟରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ ଓ ୨୦୦୪ ମସିହା ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ କିନ୍ତୁ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ ଙ୍କ ବୈବାହିକ ଜୀବନ ଖୁସି ରେ କଟି ନଥିଲା ଯାହା ଫଳରେ ସେ ତାଙ୍କ ବାହାଘର ୬ ମାସ ପରେ ଅଲଗା ହୋଇଯାଇଥିଲେ ।

ଦୁହେଁ ଦୁହିଁଙ୍କୁ ସହାନୁମତି ରେ ଛାଡ଼ପତ୍ର ଦେଇଥିଲେ । ତାପରେ ରଚନା ବାନାର୍ଜୀ ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡ଼ି ଦେଇ ସବୁ ଦିନ ବଙ୍ଗଳା ଇଣ୍ଡଷ୍ଟ୍ରି କୁ ଚାଲିଯାଇଥିଲେ । ସେଠାରେ ସେ ୨୦୦୭ ମସିହା ରେ ପ୍ରଵାଲ୍ ବାସୁ ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ରଚନା ବାନାର୍ଜୀ ଙ୍କ ଏକ ଭିଡିଓ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି । ଯେଉଁ ଥିରେ ସେ ଦର୍ଶକ ମାନ ଙ୍କ ପାଇଁ ଲାଇଭ ଆସିଥିଲେ ସେ ତାଙ୍କ ଫ୍ୟାନ ମାନ ଙ୍କୁ ଦେଖାଦେଇ କହିଥିଲେ ଯେ ତାଙ୍କ ର ଆଗକୁ ଏକ ବଙ୍ଗାଳୀ ଫିଲ୍ମ୍ ଆସୁଅଛି ଯାହାର ନାମ ହେଉଛି ଦିଦି ନମ୍ୱର୍ ୱାନ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *