ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ରାଧିକା ତାଙ୍କ ଭଉଣୀ ବିବାହ ଘରେ ବହୁତ୍ ମଜା ମସ୍ତି କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ତାହାଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ହବା ସହିତ ଲୋକ ମାନ ଙ୍କୁ ପସନ୍ଦ ଆସିଛି । ନୂଆ ବୋହୂ ରେ ଅଭିନୟ କରୁଥିବା ସତ୍ଵିକ୍ ଏବଂ ରାଧିକା ଆପଣ ମାନେ ସମସ୍ତେ ଜାଣିଥିବେ ।
ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ସତ୍ୱିକ୍ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହବା ସହ ଘରେ ଘରେ ପରିଚିତ । ସତ୍ବିକ୍ ଏବଂ ରାଧିକା ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ମାନ ଙ୍କ ମନ ଙ୍କୁ ବାନ୍ଧି ରଖିଛନ୍ତି ।
ଗତ କିଛି ଦିନ ତଳେ ରାଧିକା ତାଙ୍କ ଭଉଣୀ ବିବାହ ଘର୍ ହୋଇଥିଲା ଓ ରାଧିକା ଙ୍କ ଭଉଣୀ ବାହାଘର ରେ ଶତ୍ବିକ୍ ଓ ଅନ୍ୟ ଅଭିନେତା ମାନେ ଯୋଗ ଦେଇଥିଲେ । ରାଧିକା ତାଙ୍କ ଭଉଣୀ ବିବାହ ଘରେ ବହୁ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଧିକା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ତାଙ୍କ ଭଉଣୀ ବାହାଘର କିଛି ଭିଡିଓ ପୋଷ୍ଟ କରିଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ