Breaking News

ଭିଡିଓ ଦେଖନ୍ତୁ – ନିଜ ଭଉଣୀ ବାହାଘରରେ ରାଧିକା (Mitali) ରାତି ଅଧରେ ଏମିତି ଖେଳ କରିଲେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ରାଧିକା ତାଙ୍କ ଭଉଣୀ ବିବାହ ଘରେ ବହୁତ୍ ମଜା ମସ୍ତି କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ତାହାଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ହବା ସହିତ ଲୋକ ମାନ ଙ୍କୁ ପସନ୍ଦ ଆସିଛି । ନୂଆ ବୋହୂ ରେ ଅଭିନୟ କରୁଥିବା ସତ୍ଵିକ୍ ଏବଂ ରାଧିକା ଆପଣ ମାନେ ସମସ୍ତେ ଜାଣିଥିବେ ।

ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ସତ୍ୱିକ୍ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହବା ସହ ଘରେ ଘରେ ପରିଚିତ । ସତ୍ବିକ୍ ଏବଂ ରାଧିକା ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ମାନ ଙ୍କ ମନ ଙ୍କୁ ବାନ୍ଧି ରଖିଛନ୍ତି ।

ଗତ କିଛି ଦିନ ତଳେ ରାଧିକା ତାଙ୍କ ଭଉଣୀ ବିବାହ ଘର୍ ହୋଇଥିଲା ଓ ରାଧିକା ଙ୍କ ଭଉଣୀ ବାହାଘର ରେ ଶତ୍ବିକ୍ ଓ ଅନ୍ୟ ଅଭିନେତା ମାନେ ଯୋଗ ଦେଇଥିଲେ । ରାଧିକା ତାଙ୍କ ଭଉଣୀ ବିବାହ ଘରେ ବହୁ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଧିକା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ତାଙ୍କ ଭଉଣୀ ବାହାଘର କିଛି ଭିଡିଓ ପୋଷ୍ଟ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.