Breaking News

ଭିଡିଓ ଦେଖନ୍ତୁ – ଓଡିଆ ହିରୋ ସମ୍ବିତ କିପରି ତାଙ୍କ ଶଳା ବାହାଘରରେ ମଜା ମସ୍ତି କରୁଛନ୍ତି

ଆସନ୍ତୁ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ସମ୍ବିତ ଓ ତାଙ୍କ ସ୍ତ୍ରୀ କିପରି ତାଙ୍କ ଶଳା ବିବାହ ଘରେ ମଜା ମସ୍ତି କରୁଛନ୍ତି ଜାଣିବା ଆମର ଏହି ପେଜ ମାଧ୍ୟମରେ । ଆସନ୍ତୁ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ସମ୍ବିତ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରୁଥିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଘରେ ଘରେ ପରିଚିତ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି ।

ସେ ପ୍ରଥମେ ୨୦୧୧ ମସିହାରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ତାଙ୍କ ପ୍ରଥମ ଫିଲ୍ମ୍ ଟି ହେଉଛି ପ୍ରେମସ ୱେଡ୍ସେ ପ୍ରିୟା । ଯେଉଁ ଫିଲ୍ମ୍ ଟି କି ସୁପର୍ ହିଟ ହବା ସହିତ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ । ସେ ବର୍ତ୍ତମାନ କଟକ ରେ ରହୁଛନ୍ତି । ତାଙ୍କ ପରିବାର କହିଲେ ତାଙ୍କ ବାପା ,ମା ଓ ସ୍ତ୍ରୀ ଓ ତାଙ୍କ ଝିଅ। ସମ୍ବିତ ଙ୍କ ସ୍ତ୍ରୀ ନାମ ହେଉଛି ଶୟନା ମହାପାତ୍ର ।ସେ ଓଡ଼ିଆ ଫିଲ୍ମ୍ କରିବା ସହିତ ୨ ଗୋଟି ତାମିଲ ଫିଲ୍ମ୍ ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ବନ୍ଧୁ ସମ୍ବିତ ରାଜ୍ୟସ୍ତରୀୟ ରେ ସେ ଭଲ ଅଭିନୟ ପାଇଁ ଆୱାର୍ଡ ପାଇଛନ୍ତି ।

ସେ ଅନେକ ଫିଲ୍ମ୍ କରିବା ସହିତ ଅନେକ ଆଲବମ୍ ଓ ଧାରାବାହିକ ରେ ମଧ୍ୟ ନଜର ଆସିଥିଲେ ସମ୍ବିତ । ବର୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଲା ହବା ରେ ଲଗୁଛି ଯେ ସମ୍ବିତ ତାଙ୍କ ତାଙ୍କ ଶଳା ବିବାହ ଘରେ କିପରି ମଜା ମସ୍ତି କରୁଛନ୍ତି। ତାହେଲେ ଦର୍ଶକ ବନ୍ଧୁ ସମ୍ବିତ ଓ ତାଙ୍କ ସ୍ତ୍ରୀ ତାଙ୍କ ଶଳା ବିବାହ ଘରେ ବହୁ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏହାର କିଛି ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ । ଏହି ଫଟୋ ରେ ମଧ୍ୟ ସମ୍ବିତ ଙ୍କ ସ୍ତ୍ରୀ ଶୟନା ତାଙ୍କ ଭାଇ ଙ୍କୁ ସୁନ୍ଦର୍ ଭାବେ ସଜାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *