Breaking News

ତାରିଣୀ ଆଖିର ତାରା ସିରିଏଲର ଅଭିନେତ୍ରୀ ସୁମନ (Suman) ଙ୍କ ବିଷୟ କିଛି ଖାସ ଓ ଅଜଣା କଥା, ଯାହା ଆଗରୁ ଜାଣି ନଥିବେ

ଦର୍ଶକ ବନ୍ଧୁ ଆଜି ଆମେ ଜଣିବା ସୁମନ ଙ୍କ ବିଷୟ ରେ ଜାଣିବା କିଛି ଅଜଣା କଥା ଯାହା ଆପଣ ଆଗରୁ କେବେ ଶୁଣି ନଥିବେ କି ଜାଣି ନଥିବେ କିନ୍ତୁ ଆଜି ଆପଣ ଜାଣିବାକୁ ପାଇବେ ତାଙ୍କର ସମସ୍ତ ବିଷୟ ରେ ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ୨୦୧୮ ରେ ସୁମନ ରଜ କୁଇନି ରେ ୱିନର ହୋଇଥିଲେ ।

ସେ ରଜ କୁଇନ ହବା ପରେ ମୁ ବି ଅର୍ଦ୍ଧଙ୍ଗୀନୀ ଧାରାବାହିକ ରେ ପ୍ରଥମେ ଅଭିନୟ କରିଥିଲେ ଓ ଏହି ଧାରାବାହିକ ରେ ସେ ଜବରଦସ୍ତ ଅଭିନୟ ଦେଖାଇ ଧାରାବାହିକ ଟି ଓଡ଼ିଶା ର ନମ୍ବର 1 ହୋଇପାରିଥିଲା ସେ ମଧ୍ୟ ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଥିଲେ । ଏହି ଧାରାବାହିକ ଟି ଶେଷ ହବା ପରେ ବା ଅଭିନୟ କରି ସାରିବା ପରେ ସେ ସୁଭଦ୍ରା ଧାରାବାହିକ ରେ ପୁଣି ଜବରଦସ୍ତ ଅଭିନୟ କରିଥିଲେ ଓ ସେହି ଧାରାବାହିକ ଟି ମଧ୍ୟ ଓଡ଼ିଶା ର ନମ୍ବର 1 ଧାରାବାହିକ ହୋଇପାରିଥିଲା ।

ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଥିଲେ । କିନ୍ତୁ ବର୍ତମାନ ସମୟ ରେ ଆପଣ ସୁମନ ଙ୍କୁ ତାରିଣୀ ଆଖିରେ ତାରା ରେ ଅଭିନୟ କରିଥିବା ର ଦେଖୁଥିବେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ତାରା ତାରିଣୀ ଟି କି ଚେଞ୍ଜ କରି ତାରିଣୀ ଆଖିରେ ତାରା କରା ରଖା ଯାଇଛି ।

ଏଥିରେ ସମସ୍ତ ଅଭିନେତା ମନ ଙ୍କୁ ବଦଳାଇ କିଛି ନୂଆ ଅଭିନେତା ମାନ ଙ୍କୁ ସୁଯୋଗ ମିଳିଛି । ଆଉ ସେହିଭଳି ଲିପି , ରୂପମ,ଭଳି ସମସ୍ତ ଅଭିନେତା ଙ୍କ ର ଆଉ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବନି । ଏଥିରେ କୁନି ତାରିଣୀ ବର୍ତମାନ ସମୟ ରେ ବଡ ହୋଇଯାଇଛନ୍ତି । ଏଥିରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ରେ ନଜର ଆସିବେ ସୁମନ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.