ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଖଳ ନାୟକ ରାଇ ମୋହନ ଙ୍କ ଝିଅ ଦେଖିବା ପାଇଁ କୌଣସି ହିରୋଇନ୍ ଠାରୁ କମ ନୁହଁନ୍ତି । ହଁ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଚଳଚ୍ଚିତ୍ର ଜଗତ ସବୁଠୁ ଶ୍ରେଷ୍ଠ ଖଳ ନାୟକ କହିଲେ ରାଇ ମୋହନ ପରିଡ଼ା ଆସନ୍ତି । ଆଜି ଆମର ଏହି ପେଜ ରେ ରାଇମୋହନ ପରିଡା ଙ୍କ କିଛି ଅଜଣା ତଥ୍ୟ । ଜାଣିବା ତାଙ୍କ ସ୍ତ୍ରୀ କିଆ ତାଙ୍କ ଝିଅ କିଆ ସେ ବର୍ତ୍ତମାନ କୋଉଠି ରହୁଛନ୍ତି ଓ ବହୁ ଗୁଡାଏ ତଥ୍ୟ ଜନେଇବୁ ଯାହା ଆପଣ ମାନେ କେବେ ଜାଣିନଥିବେ । ଜାଣିବାକୁ ହେଲେ ଆମର ଏହି ପେଜ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ରାଇମୋହନ ପରିଡା ଫିଲ୍ମ୍ ଜଗତ କୁ ଆସିବା ପୂର୍ବ ରୁ ଅଶ୍ରୁ ମଚ୍ଚନ୍ ମାଲିକ୍ ଙ୍କ ସହ ମିଶି ତାରେଣି ଗଣନାଟ୍ୟ ରେ କାମ କରୁଥିଲେ । ହଁ ବନ୍ଧୁ ଆପଣ ଠିକ୍ ଶୁଣିଛନ୍ତି ସେ ତାରେଣି ଗଣନାଟ୍ୟ ନାଟକ ରେ ଖଳ ନାୟକ ରୂପ ରେ ଅଭିନୟ କରୁଥିଲେ ଆଉ ସେ ଓଡ଼ିଆ ଫିଲ୍ମ୍ ଜଗତ ରେ ୧୯୮୪ ମସିହା ରେ ପ୍ରଥମ ଫିଲ୍ମ୍ କରିଥିଲେ ଯାହାର ନାମ ହେଉଛି ଗଙ୍ଗ ଶିଉଳି । ଯାହା ଆଜି କୁ ପ୍ରାୟ ୩୬ ବର୍ଷ ତଳେ ଫିଲ୍ମ୍ ଟି ସୁଟିଂ ହୋଇଥିଲା । ତା ପରଠୁ ସେ ୭୦ ଫିଲ୍ମ୍ ଟି ରେ ଖଳ ନାୟକ ଭାବେ ଅଭିନୟ କରିସାରିଛନ୍ତି ରାଇମୋହନ ପରିଡା । ଆସନ୍ତୁ ରାଇମୋହନ ପରିଡା ଙ୍କ କିଛି ପର୍ଶନାଲ୍ ବିଷୟ ରେ ଜାଣିବା ।
ରାଇମୋହନ ପରିଡା ଙ୍କ ସ୍ତ୍ରୀ ନାମ ହେଉଛି ରଙ୍ଗିତା ପରିଡା ସେ ୧୯୮୬ ମସିହା ରେ ବିବାହ କରିଥିଲେ । ରାଇମୋହନ ପରିଡା କେନ୍ଦୁଝର ଜିଲ୍ଲାର ଉଦୟ ପୂର୍ ଗାଆଁ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବର୍ତମାନ ଭୁବନେଶ୍ବର ରେ ରହୁଛନ୍ତି । ସେ ଉକ୍ତଲ୍ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷା ଅନୁଷ୍ଠାନ ରେ ବିଦ୍ୟା ଅର୍ଜନ କରିଥିଲେ ।
ରାଇମୋହନ ପରିଡା ଙ୍କୁ ଆପଣ ମାନେ ଖଳ ନାୟକ ଭାବେ ଆପଣ ଦେଖୁଆସୁଛନ୍ତି ଓଡ଼ିଆ ଫିଲ୍ମ୍ ମାନ ଙ୍କ ରେ କିନ୍ତୁ ଅସଲି ଜୀବନ ରେ ସେ ଜଣେ ମହା ସାଧୁ ସନ୍ଥ ସେ ତାଙ୍କ ଦଶ ଟି ଆଙ୍ଗୁଠି ରେ ଆଠୋଟି ମୁଦି ପିନ୍ଧିଥାନ୍ତି ଏହା ସେ କନକ ନ୍ୟୁଜ୍ ର ଏକ ଇଣ୍ଟରଭିୟୁ କହିଥିଲେ । ଆପଣ ମାନେ ଜାଣିଛନ୍ତି ଯେ ରାଇମୋହନ ପରିଡା ତାଙ୍କ ଜନ୍ମ ଠାରୁ ଆଜି ପର୍ଯ୍ୟନ୍ତ ସେ ନା ସିଗାରେଟ୍ ଟାଣିଛନ୍ତି ନା ମଦ କୁ ହାତ ମାରିଛନ୍ତି । ସେ ବର୍ତ୍ତମାନ ମଞ୍ଜରୀ ଟିଭି ରେ ସିଂହଦ୍ଵାର ଧାରାବାହିକ ରେ ଅଭିନୟ କରୁଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ