Breaking News

ଭିଡିଓ ଦେଖନ୍ତୁ – ବାବୁଶାନ (Babushan) ପ୍ରଥମ ଥର ପାଇଁ ତାଙ୍କ ପୁଅକୁ ଧରି ସ୍ତ୍ରୀ ସହ ଭୁବନେଶ୍ଵର ବୁଲିଲେ

ଦର୍ଶକ ବନ୍ଧୁ ବାବୁଶାନ୍ ତାଙ୍କ ପୁଅ ର ନାମ ସାମର୍ଥ ଦେଇଛନ୍ତି । ଆପଣ ମାନେ ଜାଣିଥିବେ ଯେ ଆଗାମୀ ଦିନ ଏପ୍ରିଲ ୨୫ ରେ ବାବୁଶାନ୍ ଙ୍କ ପୁଅ ର ଏକୋଇଶିଆ ହବା କୁ ଯାଉଛି ସେଥିପାଇଁ ବାବୁଶାନ୍ ଓ ତୃପ୍ତି ସପିଙ୍ଗ କରିବାକୁ ଯାଇଛନ୍ତି ତାହେଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ। ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଗତ କିଛି ଦିନ ତଳେ ବାବୁଶାନ୍ ଓ ତୃପ୍ତି ଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ।

ଏହି ଖୁସି ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଖୁସି ର ଲହରୀ ଖେଳିଯାଇଛି । ବାବୁଶାନ୍ ଙ୍କ ର ପୁଅ ହେଲା ପରେ ସମସ୍ତ ଅଭିନେତା ମାନେ ବାବୁଶାନ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବାବୁଶାନ୍ ତାଙ୍କ ପୁଅ ଫଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଯାହାକୁ ଦର୍ଶକ ମାନେ ଦେଖି ବାବୁଶାନ୍ ଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନ ମାନ ଙ୍କ ର ବାବୁଶାନ୍ ବୋଲି ତାଙ୍କ ପୁଅ କୁ କହିଛନ୍ତି । ବାବୁଶାନ୍ ଓ ତୃପ୍ତି ବର୍ତ୍ତମାନ ଖୁସି ରେ ଅଛନ୍ତି । ବାବୁଶାନ୍ ଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ପୁଅ ସୁସ୍ଥ ଅଛନ୍ତି ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ତୃପ୍ତି ହେଉଛନ୍ତି ତାଙ୍କ ପିଲା ଦିନ ର ସାଙ୍ଗ । ସେ ସ୍କୁଲ ସମୟ ରୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ ପ୍ରେମ ସମ୍ପର୍କ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ରହିଥିଲା ଓ ପରବର୍ତ୍ତୀ ସମୟ ରେ ସେମାନେ ୨୦୧୪ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ବର୍ତ୍ତମାନ ସମୟ ରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ଯାହାର ଏକୋଇଶିଆ ଏହି ମାସ ୨୫ ତାରିଖ ରେ ହବ ସେଥିପାଇଁ ବାବୁଶାନ୍,ତୃପ୍ତି ଓ ପରିବାର ସହ ସପିଙ୍ଗ କରିବାକୁ ଯାଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.