Breaking News

ତାରିଣୀ ଆଖିର ତାରା ସିରିଏଲ ଅଭିନେତ୍ରୀ ସୁମନ ( Suman Pattnaik) ଙ୍କ ବିଷୟରେ କିଛି ଅଜଣା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ସୁମନ ପଟ୍ଟନାୟକ ଙ୍କ ବିଷୟ ରେ ଓ ତାଙ୍କ ପରିବାର ବିଷୟ ରେ ।ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ସୁମନ ଙ୍କୁ ତାରିଣୀ ଆଖିରେ ତାରା ରେ ଅଭିନୟ କରିଥିବା ର । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ତାରା ତାରିଣୀ ଟି କି ଚେଞ୍ଜ କରି ତାରିଣୀ ଆଖିରେ ତାରା କରା ଯାଇଛି ଓ ଯେଉଁଥିରେ ସୁମନ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି । ଦର୍ଶକ ବନ୍ଧୁ ସୁମନ ତାରିଣୀ ଆଖିରେ ତାରା ରେ ଅଭିନୟ କରିବା ପୂର୍ବ ରୁ ସେ ଅନେକ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି।

ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ୨୦୧୮ ରେ ସୁମନ ରଜ କୁଇନି ରେ ୱିନର ହୋଇଥିଲେ । ତା ପରେ ସେ ପ୍ରଥମେ ଅଭିନୟ କରିଥିଲେ ମୁଁ ବି ଅର୍ଦ୍ଧାଙ୍ଗିନୀ ଧାରାବାହିକ ରେ ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଏହି ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲା ଓ ଭଲ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ।

ଏହି ଧାରାବାହିକ ଟି ରେ ଅଭିନୟ କରି ସାରିବା ପରେ ସେ ସୁଭଦ୍ରା ଧାରାବାହିକ ରେ ଜବରଦସ୍ତ ଅଭିନୟ କରିଥିଲେ ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଥିଲେ । ସେ ଅଭିନୟ କରିବା ସହ ତାଙ୍କ ପାଠ କୁ ମଧ୍ୟ ଜାରି ରଖିଛନ୍ତି । ସେ ଭୁବନେଶ୍ୱର ରହୁଛନ୍ତି ଓ ତାଙ୍କ ପରିବାର କହିଲେ ସେ ଆଉ ତାଙ୍କ ବାପା ମା ଆଉ ସାନ ଭାଇ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Babusan ହସ୍ପିଟାଲରୁ ଘରକୁ ଫେରିଲା ବେଳେ, ତୃପ୍ତି କାହିଁକି ରାଗିଲେ ଦେଖନ୍ତୁ !

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ନିହାତି ଜାଣିଥିବେ ଗତ କିଛି ଦିନ ହେଲା ସମ ହସ୍ପିଟାଲରେ ଚିଖିଚିତ ହେଉଥିବା ଅଲିଉଡ଼ର …

Leave a Reply

Your email address will not be published.