Breaking News

ଖୁବଶୀଘ୍ର ଗୋଟିଏ ସିନେମାରେ ଅଭିନୟ କରିବେ ସିଦ୍ଧାନ୍ତ ଓ ମାମା ମିଶ୍ର (Sidhanta Mama Mishra)

ଆପଣ ମାନେ ଜାଣିଥିବେ ଦର୍ଶକ ବନ୍ଧୁ ଉଳିଉଡ୍ ଇଣ୍ଡଷ୍ଟ୍ରି ଏହି ଅଭିନେତ୍ରୀ ଯାହା ଙ୍କ ର ଅଭିନୟ ଦେଖିବାକୁ ମିଳୁନି ବର୍ତ୍ତମାନ ସମୟ ରେ । ହଁ ବନ୍ଧୁ ସେ ଆଉ କେହି ନୁହନ୍ତି ଉଲିଉଡ ର ଇଭର ଗ୍ରୀନ ହେରୋଇନୀ ମାମା ମିଶ୍ର ।ଉଳିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ । ବର୍ତମାନ ସମୟ ରେ ତାଙ୍କର ର ଆଉ ଅଭିନୟ ଦେଖିବାକୁ ମିଳୁନି । ସେ ଅଭିନେତ୍ରୀ ଓଡ଼ିଆ ଇଣ୍ଡଷ୍ଟ୍ରି ର ମେଘା ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଙ୍କ ଧର୍ମ ପତ୍ନୀ ମାମା ମିଶ୍ର । ହଁ ବହୁତ୍ ଦିନ ପରେ ତାଙ୍କ ନାମ ଶୁଣିଲେ ଆପଣ ।

 

ମାମା ମିଶ୍ର ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହେଇଥିଲା ଯେବେ ମାମା ମିଶ୍ର ତାଙ୍କର ଜବରଦସ୍ତ ଅଭିନୟ କରୁଥିଲେ । ବର୍ତ୍ତମାନ ବି ତାଙ୍କ ଫ୍ୟାନ ତାଙ୍କ ଅଭିନୟ ଦେଖିବାକୁ ତତପର୍ ଅଛନ୍ତି ।ମାମା ମିଶ୍ର ବର୍ତ୍ତମାନ ତାଙ୍କ ପରିବାର ସହ ଖୁସି ରେ ଅଛନ୍ତି ।ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର ୨୦୦୪ ମସିହା ରେ ବିବାହ ବନ୍ଧନ ବାନ୍ଧି ହୋଇଥିଲେ । ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ର ଙ୍କୁ କହିଥିଲେ ଯେ ସେ ଯଦି ତାଙ୍କୁ ବିବାହ କରିବେ ତାହାଲେ କୌଣସି ଫିଲ୍ମ୍ ରେ ଅଭିନୟ କରିବେ ନାହିଁ ।

ସେଥିପାଇଁ ମାମା ମିଶ୍ର କୌଣଷି ଫିଲ୍ମ୍ ରେ ଅଭିନୟ କରି ନାହାଁନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ମାମା ମିଶ୍ର ପାଦ ଥୋଇବେ ଉଲିଉଡ୍ ଇଣ୍ଡଷ୍ଟ୍ରି ରେ । ହଁ ବନ୍ଧୁ ସିଦ୍ଧାନ୍ତ ମହାପାତ୍ର ଙ୍କ ର ଆଗକୁ ଆସୁଛି ଏକ ଫିଲ୍ମ ଯେଉଁଥିରେ ମାମା ମିଶ୍ର ନଜର ଆସିବେ । ବର୍ତ୍ତମାନ ଏହି ଫିଲ୍ମ୍ ର ସୁଟିଂ ସେଟ୍ ଆରମ୍ଭ ହୋଇଯାଇଛି । ଏହି ଚଳଚ୍ଚିତ୍ର ରେ ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର ଦୁହେଁ ଏକାଠି ନଜର ଆସିବେ ।।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *