ରାଜ୍ୟ ସରକାର ଙ୍କ ର ବଡ ନିଷ୍ପତି ମାଟ୍ରିକ ପରୀକ୍ଷା କୁ ନେଇ । ହଁ ବନ୍ଧୁ ଏହି ଘୋଷଣା ଟି ହେଲା ଯେ ଚଳିତ ବର୍ଷ ପାଇଁ ବାତିଲ ହେଲା ମାଟ୍ରିକ ପରୀକ୍ଷା ଏ ନେଇ ସୂଚନା ଦେଇଛନ୍ତି ଆମର ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ସେ ଏକ ପ୍ରେସମିଟ ଜରିଆ ରେ ସୂଚନା ଦେଇଛନ୍ତି । ଆପଣ ମାନେ ଜାଣିଥିବେ ଯେଉଁ ଭଳି ଭାବେ ରାଜ୍ୟ ରେ କରୋନା ର ଦ୍ବିତୀୟ ଲହରି ଆରମ୍ଭ ହୋଇଛି ଓ ସଂକ୍ରମଣ ବୃଦ୍ଧି ପାଇବା ରେ ଲାଗିଛି ଯାହାକୁ ଦୃଷ୍ଟି ରେ ରଖି ବର୍ତମାନ ସମୟ ରେ ମାଟ୍ରିକ ହୋଇ ପାରିବ ନାହି ବୋଲି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ସେଥିପାଇଁ ଚଳିତ ବର୍ଷ ବାତିଲ କରିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
ହଁ ବନ୍ଧୁ ବୋର୍ଡ ନିର୍ଦ୍ଧାରିତ ଅନୁଯାୟୀ ଛାତ୍ର ଛାତ୍ରୀ ମାନ ଙ୍କୁ ରେଜଲ୍ଟ ଦିଆଯିବ । ଯଦି କୌଣଶୀ ଛାତ୍ର ଛାତ୍ରୀ ଏହି ରେଜଲ୍ଟ କୁ ନେଇ ଅସନ୍ତୋଷ କରନ୍ତି ତାହାଲେ ସେମାନ ଙ୍କ ପାଇଁ ଆଉ ଠାରେ ସୁଯୋଗ ମିଳିବ । ଆପଣ ମାନେ ଜାଣିଥିବେ ଯେ ପୂର୍ବ ରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିଲେ ଯେ ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ । ମଙ୍ଗଳବାର ଦିନ ଅନେକ ଛାତ୍ର ଛାତ୍ରୀ ନବୀନ ନିବାସ ସାମନା ରେ ଧାରଣ ଦେଇଥିଲେ । ପରୀକ୍ଷା ର ନିଷ୍ପତି ପାଇଁ ଦୁଇ ଦିନ ପାଇଁ ସମୟ ,ମାଗିଥିଲେ ରାଜ୍ୟସରକାର । କିନ୍ତୁ ଏବେ ଘୋଷଣା କରିଛନ୍ତି କି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବନ୍ଦ ହେବ ବୋଲି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ