ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅନୁଭବ ମହାନ୍ତି କିପରି ରାମନବମୀ ପୂଜା ପାଳନ କଲେ ଜାଣିବା ଆମର ଏହି ପେଜ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଅନୁଭବ ଙ୍କୁ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ହିରୋ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ବନ୍ଧୁ ସେ ଭଲ ଅଭିନୟ କରିଥିବା ରୁ ବର୍ତମାନ ଘରେ ଘରେ ପରିଚିତ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି ।
ରାଜନୀତି ରେ ପାଦ ଦେବାରୁ ସେ ଆଉ କୌଣସି ଚଳଚ୍ଚିତ୍ର ରେ ନଜର ଆସୁ ନାହାଁନ୍ତି । ଆପଣ ମାନେ ଜାଣିଥିବେ ଯେ ଅନୁଭବ ମହାନ୍ତି ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ର ସାଂସଦ ଅଟନ୍ତି । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କର ଏହି ବିବାହ ଘର୍ ବେଶୀ ଦିନ ଯାଏ ରହିଲା ନାହିଁ । ହଁ ବନ୍ଧୁ ଦୁଇ ଜଣ ଙ୍କ ମଧ୍ୟ ରେ କିଛି ପାରିବାରିକ ବିବାଦ କୁ ନେଇ ଦୁହେଁ ଅଲଗା ହୋଇଯାଇଛନ୍ତି ।
ତାଙ୍କର ଏହି ବିବାଦ ର ସମାଧାନ ପାଇଁ ସେମାନେ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ସମସ୍ୟା ର ସମାଧାନ ହୋଇ ପାରିନି । ଦୁଇ ପରିବାର ଙ୍କ ଭିତରେ ଅଶାନ୍ତି ଲାଗି ରହି ଥିବାରୁ ଓ ବିବାଦ ର ସମାଧାନ ହୋଇ ନଥିବା ରୁ ଅନୁଭବ ମହାନ୍ତି ଭଗବାନ ଙ୍କୁ ପ୍ରାର୍ଥନା କରିଛନ୍ତି ତାଙ୍କ ଗ୍ରହ ଶାନ୍ତି ଓ ପରିବାର ସୁଖ ଶାନ୍ତି ରେ ରହିବା ପାଇଁ ଆଜି ଭଳି ଦିନ ରେ ଉପବାସ ରହି ଠାକୁର ଙ୍କୁ ପ୍ରାର୍ଥନା କରୁ ଥିବାର ନଜର ଆସିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ