Breaking News

ଭିଡିଓ ଦେଖନ୍ତୁ – ଦୂର୍ଗା ସିରିଏଲର ସ୍ତୁତି (Hitesha) କିପରି ନିଜ ଜନ୍ମ ଦିନ ପାଳନ କରିଲେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଜଣେ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟ ରେ । ହଁ ବନ୍ଧୁ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହିଁ କାରଣ ସେ ଅଭିନୟ କରୁଥିବା ଧାରାବାହିକ ଟି କେବେଠୁ ବନ୍ଦ ହୋଇ ଗଲେଣି । ହଁ ବନ୍ଧୁ ଆମେ କହୁଚୁ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଦୁର୍ଗା ଧାରାବାହିକ ରେ ଅଭିନୟ କରୁଥିବା ସ୍ତୃତି ଙ୍କ ବିଷୟ ରେ । ହଁ ବନ୍ଧୁ ଆଜି ଆମେ ଜାଣିବା ସ୍ତୃତୀ କିଭଳି ତାଙ୍କ ଜନ୍ମ ଦିନ ଟି ପାଳନ କରିଛନ୍ତି ।

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ସ୍ତୃତି ଙ୍କୁ ଦୁର୍ଗା ଧାରାବାହିକ ରେ ଲିଡ଼ ଅଭିନେତ୍ରି ଭାବେ ଅଭିନୟ କରିଥିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ଦୁର୍ଗା ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲା ଓ ସେ ତାଙ୍କ ଭଲ ଅଭିନୟ ଫଳ ରେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି। ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଲୋକମାନେ ତାଙ୍କ ଅଭିନୟ କୁ ବହୁତ୍ ପଶନ୍ଦ କରୁଥିଲେ ।

କିନ୍ତୁ ଦୁର୍ଗା ଧାରାବାହିକ ଟି ବନ୍ଦ ହବା ପରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନାହିଁ । ତାହେଲେ ଆଜି ଆମେ ଜାଣିବା ସ୍ତୃତି ତାଙ୍କ ଜନ୍ମ ଦିନ ଟି କେମିତି ପାଳନ କରିଛନ୍ତି । ହଁ ବନ୍ଧୁ ସ୍ତୃତି ତାଙ୍କ ଜନ୍ମ ଦିନ ଟି ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି । ତାଙ୍କ ଏହି ଜନ୍ମ ଦିନ ଟି ରେ ତାଙ୍କ ପରିବାର ଓ ସାଙ୍ଗ ମାନେ ଉପସ୍ଥିତ ଥିଲେ ଓ ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *