Breaking News

ଏହି ହିରୋଙ୍କୁ ବିବାହ କରିଲେ ନଣନ୍ଦ ପୁଟୁଳି ଧାରାବାହିକର ଅଭିନେତ୍ରୀ କୁକିଜ (Cookies Swain)

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ମଞ୍ଜରି ଟିଭି ରେ ପ୍ରସାରିତ ହେଉଥିବା ନଣନ୍ଦ ପୁଟୁଳି ର କୁକୀଯ ବିବାହ ବନ୍ଧନ ରେ ବାନ୍ଧି ରେ ହେଲେ ତାହେଲେ ଆସନ୍ତୁ ଜାଣିବା ସେ କାହାକୁ ବିବାହ କରିଛନ୍ତି ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ କୁକୀଯ ଙ୍କୁ ନଣନ୍ଦ ପୁଟୁଳି ଧାରାବାହିକ ରେ ସେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଅଭିନୟ କରିଛନ୍ତି ଓ ତାଙ୍କର ଏହି ଅଭିନୟ କୁ ଲୋକ ମାନେ ବହୁତ ପସନ୍ଦ କରିଛନ୍ତି ।

ସେ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ଆଜି ନଣନ୍ଦ ପୁଟୁଳି ଧାରାବାହିକ ଟି ଓଡ଼ିଶା ର ନମ୍ବର 1 ହୋଇପାରିଛି । କୁକୀଯ ଭଲ ଅଭିନୟ ପାଇଁ ସେ ଆଜି ଘରେ ଘରେ ପରିଚିତ । ସେ ବର୍ତମାନ ଭୁବନେଶ୍ବର ରେ ରହୁଛନ୍ତି । ବର୍ତମାନ ସମୟ ରେ ସୋଶଲ ମିଡ଼ିଆ ରେ ଏକ ଫଟୋ ଭାଇରାଲ ହବା ରେ ଲାଗିଛି ଯେ ଯେଉଁ ଫଟୋ ରେ ସେ ବୋହୁ ବେଶ ଧାରଣ କରିଛନ୍ତି ।

ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ କୁକୀଯ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । କିନ୍ତୁ ଦର୍ଶକ ବନ୍ଧୁ ସତ କଥା ହେଲେ ଯେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସତ ରିଲ ଲାଇଫ ରେ ରିଅଲ ଲାଇଫ ରେ ନୁହେ । ଏହି ବିବାହ ଫଟୋ ଟି ହାଉଛି ତାଙ୍କ ଶୁଟିଂ ସେଟ ର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *