Breaking News

ଓଡିଆ ଅଭିନେତ୍ରୀ ତାରିଣୀ (Lipi)ଙ୍କୁ ୩୫ ବର୍ଷ ହେଲାନି, କାହିଁକି ବିବାହ କରୁନାହାନ୍ତି, ସତ ସାମ୍ନାକୁ ଆସିଲା

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ତାରିଣୀ ବ ଲିପି ଙ୍କୁ ୩୫ ବର୍ଷ ହେଲାଣି କିନ୍ତୁ ଏ ପର୍ଯନ୍ତ ସେ କଣ ପାଇଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାନ୍ତି କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ଲିଡ ନାୟିକା ଭାବରେ ଅଭିନୟ କରୁଥିବା ତାରେଣୀ ବା ଲିପି ମହାପାତ୍ର ଙ୍କ ବିଷୟ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ରେ ।

ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଲିପି ଧାରାବାହିକ ରେ ଅଭିନୟ କରିବା ସହିତ ସେ ଅନେକ ଫିଲ୍ମ୍ ଓ ମ୍ୟୁଜୀକ୍ ଭିଡିଓ ଆଲବମ୍ ରେ ଭଲ ଅଭିନୟ କରି ସେ ଆଜି ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ହଁ ବନ୍ଧୁ ଆସନ୍ତୁ ଆମେ ଲିପି ଙ୍କ ପରିବାର ବିଷୟ ରେ ।

ଦର୍ଶକ ବନ୍ଧୁ ଲିପି ତାଙ୍କ ଜନ୍ମ ଦିନ ଇ ପାଳନ କରନ୍ତି ଜାନୁଆରୀ ୨୦ ରେ ଓ ତାଙ୍କ ଜନ୍ମ ସ୍ଥାନ ଟି ହେଉଛି ବରମ୍ପୁର ଠାରେ ତାଙ୍କର ପ୍ରକୁତ ଘର ହେଉଛି ସମ୍ବଲପୁର । ଲିପି ଙ୍କ ମା ହେଉଛି ବନ୍ଦନା ମହାପାତ୍ର ଓ ତାଙ୍କ ମା ହେଉଛନ୍ତି ଜଣେ ଓଡିଆ ଅଭିନେତ୍ରୀ । ଲିପି ଙ୍କ ମା ଅନେକ ଧାରାବାହିକ ରେ ଅଭିନୟ କରିବା ଶ ବହୁ ଗୁଡିଏ ଭଜନ ଗୀତ ମଦ୍ଧ୍ଯ କରିଛନ୍ତି ।

ତାଙ୍କ ପିତା ଜଣେ ପୋଲିସ ଅଫିସର ଅଟନ୍ତି ତାଙ୍କର ପରିବାର କହିଲେ ଭାଇ , ଭାଉଜ ଓ ଏକ ପୁତୁରା ଅଛି । ତାଙ୍କ ପିତା ଚାହିଥିଲେ ଲିପି ଜଣେ ଆଇପିଏସ ଅଫିସର ହବା ପାଇଁ କିନ୍ତୁ ମା ଙ୍କ ର ଇଚ୍ଛା ଥିଲା ଯେ ସେ ଜଣେ ଭଲ ଅଭିନେତ୍ରୀ ହୁଅନ୍ତୁ । ସେ ତାଙ୍କ ମା ଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *