Breaking News

ମାଡି ଆସୁଛି ବାତ୍ୟା ସୁରେଗି, ସାବଧାନ! ଏହା ୨୦୨୧ ମସିହାର ପ୍ରଥମ ବାତ୍ୟା

ଦର୍ଶକ ବନ୍ଧୁ ବର୍ତମାନ ସମୟ ର ଏକ ବଡ ଖବର ମାଡି ଆସୁଛି ବାତ୍ୟା । ଏହି ବାତ୍ୟା ବଡ ଭୟଙ୍କର ହୋଇ ପରେ କାରଣ ଏହି ବଡ ଧାରଣ ର ବାତ୍ୟା ହବ ଦ୍ବାରା ବନ୍ୟା ହବ ବୋଲି ଆଶଙ୍କା ମଧ୍ୟ କରା ଯାଇଛି । ଏହି ବଡ ଧାରଣ ର ବାତ୍ୟା ଟି ମୁଁହଇଛି ଫିଲିଫାଇନ୍ସ ଉପକୂଳ କୁ ଆଉ ରହି ବଡ ବାତ୍ୟା ଟି ତାଣ୍ଡବ ରଚିପାରେ ବୋଲି ଅନୁମାନ କରା ଯାଇଛି । ହଁ ଦର୍ଶକ ବନ୍ଧୁ ଏହି ବଡ ବାତ୍ୟା ଟି ୨୦୨୧ ର ପ୍ରଥମ ବାତ୍ୟା ବୋଲି କହିଛନ୍ତି । ସେଥିପାଇଁ ଦେଶ ର ପାଣି ପାଗ ବିଭାଗ ସତର୍କ ଦେଇଛନ୍ତି ।

ପାଣିପାଗ ବିଭାଗ ରୁ ଯାହା ସୂଚନା ମିଳିଛି ଯେ ଏହି ବାତ୍ୟା ଫିଲିଫାଇନ୍ସ ସାଗର ରୁ ସୃଷଷ୍ଠୀ ହୋଇ ଧୀରେ ଧୀରେ ବାଇକଲ ଅଞ୍ଚଳ ଆଡ କୁ ମୁଁହଇଛି । ତେବେ ଦର୍ଶକ ବନ୍ଧୁ ଏହି ବାତ୍ୟା ଟି ସ୍ଥଳ ଭାଗ କୁ ଲ୍ୟାଣ୍ଡଫଳ କରିବା ର ସମ୍ଭାବନା କମ ରହିଛି ଓ ଏହାରି ପ୍ରଭାବ ରେ ପ୍ରବଳ ବର୍ଷା ଓ ପବନ ହେବ ର ସମ୍ଭାବନା ରହିଛି । ଏହି ବାତ୍ୟା କୁ ନଜର ରେ ରଖି ସରକାର ୫ ନମ୍ବର ବିପଦ ସଙ୍କେତ ଜଣାଇଛନ୍ତି । ଏହି ବାତ୍ୟା ପ୍ରଭାବ ରେ ୨୧୫ କିମି ବେଗ ରେ ପବନ ବହିବାର ସମ୍ଭାବନା ରହିଛି ।

ଯାହା କ୍ରମାଗତ ଘଣ୍ଟା ପ୍ରତି ୨୬୫ କିମି ରେ ପହଞ୍ଚିବା ଆଶଙ୍କା କରାଯାଇଛି । ଆମେରିକା ର ବିଶେଷଜ୍ଞ ମାନେ ଏହି ବାତ୍ୟା କୁ ଭୟଙ୍କର ବୋଲି କହିଛନ୍ତି ତାହା ସହ ସତର୍କ ରହିବାକୁ ମଧ୍ୟ ସୂଚନା ଦେଇଛନ୍ତି । ପାଣି ପାଗ ର ଚ୍ଯାନେଲ ଅନୁସାରେ ସୁରିଗେର କେନ୍ଦ୍ରୀୟ ଚାପ ୮୮୮ ଏମେବି ରୁ ୮୯୫ ଏମେବି ମଧ୍ୟ ରେ ରହିଛି । ଯାହା ପୂର୍ବ ରୁ ଆସିଥିବା ବାତ୍ୟା ଠାରୁ ଭୟଙ୍କର ଅଟେ ।

ସୂଚନା ଅନୁଯାୟୀ ଫିଲିଫାଇନ୍ସ ପ୍ରଶାନ୍ତ ମହା ସାଗର କ୍ଷେତ୍ର ରେ ରହିଛି । ଫଳ ରେ ଅଧିକ ସମୟ ରେ ବାତ୍ୟା ର ବିପଦ ରହିଥାଏ । ୨୦୨୦ ରେ ଦେଶ ରେ ସୁପର ଟାଇଫେନ ଗୋନି ମାତ ହୋଇଥିଲା । ଏହା ବ୍ୟତୀତ ଅକ୍ଟୋବର ଓ ନଭେମ୍ବର ମାସ ରେ ଅନେକ ବାତ୍ୟା ଆସିଥାଏ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *