ଦର୍ଶକବନ୍ଧୁ ଦୀର୍ଘ ୭୨ ବର୍ଷ ପରେ ଚୈତ୍ର ନବରାତ୍ରି ରେ ଘଟୁଛି ଦୁର୍ଲଭ ମହାସଂଯୋଗ | ଏହି ଛଅ ଟି ରାଶି ର ବଦଳି ଯିବ ଜୀବନ ନମସ୍କାର ବନ୍ଧୁଗଣ ଧାର୍ମିକ ପରମ୍ପରାର ଅନୁଯାଇ ହିନ୍ଦୁ ନବବର୍ଷ ର ଆରମ୍ଭ ଚୈତ୍ର ନବରାତ୍ରି ରୁ ଆରମ୍ଭ ହୋଇଥାଏ | ଏହି ନ ଦିନ ରେ ମା ଦୁର୍ଗ ଙ୍କ ପୂଜାର୍ଚ୍ଚନା ଡ଼ୁମୁ ଦାମରେ ରେ ପାଳନ ହୋଇଥାଏ | ଚଳିତ ବର୍ଷ ଏପ୍ରିଲ ୪ ତାରିଖ ରି ଆରମ୍ଭ ହୋଇ ଏପ୍ରିଲ ୧୧ ତାରିଖ ରେ ସମାନ୍ତରା ହୋଇଥାଏ |
ଏପ୍ରିଲ ୧୦ ରେ ରାମ ନବମୀ ପାଳନ ହେବ ଏ ବର୍ଷ ନବରାତ୍ରି ଅନେକ ଖାସ ହେବାକୁ ଯାଉଛି । ଏହି ନାବ ରାତ୍ରି ରେ କିଛି ରାଶି ଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଅଛି ସେ ବିଷୟ ରେ ଆଜି ଆମେ ଆପଣଙ୍କୁ କହିବୁ | ନମ୍ବର ୧ ମେଷ ରାଶି ମେଷ ରାଶି ର ବ୍ୟକ୍ତି ବିଶେଷ ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ପ୍ରାପ୍ତି ହେବାକୁ ଯାଉଛି | ଆପଣ ନିଜକୁ କାବୁ ରେ ରଖିବାକୁ ଯୋଗ କରନ୍ତୁ | କନ୍ୟା ମାନଙ୍କୁ ପୂଜା କଲେ ମାତା ଆପଣଙ୍କୁ କୃପା କରିବେ |
ଦ୍ୱତୀୟ ରାଶି ଟି ହଉଛି ବୃଷ ରାଶି ବୃଷ ରାଶି ର ଲୋକ ମାନଙ୍କର ଅଟକି ରହିଥିବା ସବୁକାମ ପୂରଣ ହେବ । ମହିଳା ମାନେ କ୍ୟାରିଅର ଦିଗରେ ଅଗ୍ରସର ହେବେ । ତୃତୀୟ ରାଶି ଟି ହେଉଛି ମିଥୁନ ରାଶି ଏହି ନବରାତ୍ରି ଆପଣମାନଙ୍କ ପାଇଁ ଶୁଭ ଓ ମଙ୍ଗଳ ମୟ ହେବ ଗୁରୁଜନ ମାନଙ୍କ ସହ ଭଲ ସମୟ ଅତିବାହିତ କରିବେ |
ପରବର୍ତ୍ତୀ ରାଶି ହେଉଛି କର୍କଟ ରାଶି ଆପଣଙ୍କ ପ୍ରୟାସ ର ଭଲ ଫଳ ମିଳିବ ପ୍ରେମ ଜୀବନ ପାଇଁ ସମୟ ବୋହୁତ ଭଲ ରହିବ | ପରବର୍ତ୍ତୀ ରାଶିଟି ହେଉଛି ସିଂହ ରାଶି ଆପଣଙ୍କ ସମୟ ସନ୍ଦାର ରହିବ ଆର୍ଥିକ ପକ୍ଷ ସୁଧରିଆସିବ | କାର୍ଯ୍ୟ କ୍ଷେତ୍ର ରେ ମଧ୍ୟ ପ୍ରମୋଷନ ବି ମିଳିପାରେ |
ପରବର୍ତ୍ତୀ ରାଶି ହେଉଛି କନ୍ୟା ରାଶି ଆପଣଙ୍କ ଭବିଷ୍ୟତ କୁ ନେଇ ଯେଉଁ ଚିନ୍ତା ଲାଗିଥିଲା ତାହା ଦୂର ହେବ ବଡ ଭାଇ କିମ୍ବା ଭଉଣୀ ଠାରୁ ଲାଇଫ ଚେଞ୍ଜ କରିବାର ପରାମର୍ଶ ମଧ୍ୟ ମିଳିପାରେ | ପରବର୍ତ୍ତୀ ରାଶି ଟି ହେଉଛି ତୁଳା ରାଶି ଆପଣଙ୍କ ସ୍ବାସ୍ଥ୍ୟ ରେ ସୁଧାର ଆସିବ ମା ଦୂର୍ଗା ଙ୍କ ପକ୍ଷ ରୁ ଅଚାନକ ଧନ ଲାଭ କରିବେ | ସମାଜ ରେ ମନ ସମ୍ମାନ ବୃଦ୍ଧି ପାଇବ | ପରବର୍ତ୍ତୀ ରାଶି ଟି ହେଉଛି ବିଛା ରାଶି ଆପଣଙ୍କ ପାରିବାରିକ ମହୋଲ ଖୁବ୍ ଭଲ ରହିବ କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ହେବ ସନ୍ତାନ ମାନଙ୍କ ତରଫ ରୁ ଶୁଭ ଖବର ଶୁଣିବାକୁ ପାଇବେବି |
ପରବର୍ତ୍ତୀ ରାଶି ଟି ହେଉଛି ମକର ରାଶି | ଆପଣ ସବୁ କ୍ଷେତ୍ର ରେ ସକ୍ର୍ୟା ହେବେ | ଆପଣଙ୍କ ଘରେ ପୂଜା ପାଠ ହେବ ଯାହା ଦ୍ଵାରା ଆପଣ ଭଲ ଅନୁଭବ କରିବେ। ଶେଷ ରାଶିଟି ହେଉଛି ମିନ ରାଶି ଘର ଲୋକ ଙ୍କ ସହଯୋଗ କାରଣ ରୁ ଜୀବନ ରେ ପରିବର୍ତ୍ତନ ଆସିବ ପୁରୁଣା ମିତ୍ରଙ୍କ ସହ ଭେଟ ହେବ। ପ୍ରେମ ଜିବନ ସୁନ୍ଦର ରହିବା।