Breaking News

ଭିଡିଓ ଦେଖନ୍ତୁ – ସବୁଦିନ ପାଇଁ ବିଦାୟ ନେଲେ ତାରା ତାରିଣୀର ଟିମ

ଦର୍ଶକ ବନ୍ଧୁ ତାରା ତାରିଣୀ ଧାରାବାହିକ ଟି ୧୦୦୦ ଇପିଶୋଡ ହୋଇଛି ଓ ଏଥିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନେ ଧାରାବାହିକ ଟି ଛାଡ଼ିବାକୁ ଯାଉଛନ୍ତି ଓ ସେଥିପାଇଁ ସମସ୍ତେ ମିଳିମିଶି କେକ୍ କରିବା ସହିତ ବହୁ ମଜା ମସ୍ତି ମଧ୍ୟ କରିଛନ୍ତି । ଆପଣ ନିଶ୍ଚୟ ଜାଣିଥିବେ ଯେ ତାରା ତାରିଣୀ ଧାରାବାହିକ ଟି ବନ୍ଦ ହବା କୁ ଯାଉଛି ଏହାର କାରଣ ଜାଣନ୍ତୁ । ତାହେଲେ କଣ ରହିଛି କାରଣ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ ।

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ଟି ବନ୍ଦ ହବା କୁ ଯାଉଛି । ହଁ ଦର୍ଶକ ବନ୍ଧୁ ତାରା ତାରିଣୀ ଧାରାବାହିକ ରେ କିଛି ବଦଳିବାକୁ ଯାଉଛି । ଏଥିରେ ଛୋଟ ତାରା ତାରିଣୀ ବର୍ତ୍ତମାନ ବଡ଼ ହୋଇ ଯାଇଛନ୍ତି । ଏହାର ଟାଇଟଲ କୁ ଚେଞ୍ଜ କରି ତାରା ଆଖିରେ ତାରିଣୀ ରାଖିଛନ୍ତି । ଏହାକୁ ଆପଣ ୧୯ ତାରିଖ ରାତି ୯:୦୦ ଟା ରେ ଦେଖିବାକୁ ପାଇବେ । ଏଥିରେ ଆପଣ ତାରା ତାରିଣୀ ଙ୍କୁ ସୁମନ ପଟ୍ଟନାୟକ ଓ ଅସୀମା ପାତ୍ର ଙ୍କୁ ଦେଖିବାକୁ ମିଳିବ ।

ଦର୍ଶକ ବନ୍ଧୁ ଆଉ ଏକ ଗୁରୁତତ୍ୱପୂର୍ଣ କଥା ଯେ ତାରା ତାରିଣୀ ର କିଛି ଅଭିନେତା ଙ୍କୁ ବାହାର କରି କିଛି ନୂଆ ଅଭିନେତା ମାନ ଙ୍କୁ ସୁଯୋଗ ମିଳିଛି । ଏହାକୁ ଶୁଣି ଦର୍ଶକ ମାନ ଙ୍କୁ ବହୁତ୍ ଦୁଃଖ ମଧ୍ୟ ଲଗିଥିବ କାରଣ ସେମାନେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହାସଲ କରିପାରିଥିଲେ କିନ୍ତୁ ହଠାତ୍ ଧାରାବାହିକ ଟି ବଦଳିବା ସହ ଅଭିନେତା ମାନେ ମଧ୍ୟ ବଦଳିଛନ୍ତି ଆଉ ଯାହା ଦର୍ଶକ ମାନେ ମଧ୍ୟ ବହୁତ୍ ଦୁଃଖ ଅନୁଭବ କରିଛନ୍ତି ।।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.