Breaking News

ଭିଡିଓ ଦେଖନ୍ତୁ – କାହିଁକି ଏମିତି ମହିଳା ବେଶରେ ନଜର ଆସିଲେ ଅଭିନେତା ଶ୍ରୀତମ ଦାସ (Srittma Das)

ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ଙ୍କ ବିଷୟ ରେ । ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଳ ହବା ରେ ଲାଗୁଛି ଯେଉଁ ଭିଡିଓ ଟା ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଏକ ମହିଳା ବେଶ୍ ରେ ନଜର ଆସିଛନ୍ତି । ସେ ବେଶ୍ ରେ ଏତେ ସୁନ୍ଦର୍ ମଧ୍ୟ ଲାଗିଛନ୍ତି ଆପଣ ମାନେ ବି ଚିହ୍ନି ପାରିବେ ନାହିଁ ଯେ ସେ ଜଣେ ଲୋକ ପରିଚିତ ଅଭିନେତା ବୋଲି । ତାହାଲେ ଆସନ୍ତୁ ଜାଣିବା ଏହି ଅଭିନେତା ଜଣକ କିଏ ଓ ସେ କାହିଁକି ମହିଳା ବେଶ୍ ଧାରଣ କରିଛନ୍ତି ଜାଣିବା ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆମେ କହୁଛୁ ଉଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଶ୍ରୀତମ ଦାସ ।

ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ଓଡ଼ିଆ ଚଳଚ୍ଚିତ୍ର ରେ । ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରୁଛନ୍ତି । ଶ୍ରୀତମ ଅନେକ ଫିଲ୍ମ୍ କରିବା ସହ ବହୁ ଗୁଡ଼ିଏ ଆଲବମ୍ ମଧ୍ୟ କରିଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସମସ୍ତ ଫିଲ୍ମ୍ ସୁପର ହିଟ୍ ହୋଇଥିଲା ଓ ସମସ୍ତ ଆଲବମ୍ ମଧ୍ୟ ଲୋକ ଙ୍କ ହୃଦୟ କୁ ଛୁଇଁଥିଲା । ଶ୍ରୀତମ ଅନେକ ଅଡିସନ୍ ରେ ଜଜ୍ ହିସାବ ରେ ଦେଖିବାକୁ ମିଳିଛନ୍ତି ।

 

ବର୍ତ୍ତମାନ ସମୟ ରେ ଶ୍ରୀତମ ଦାସ ଏକ ମହିଳା ବେଶ୍ ଧାରଣ କରିଛନ୍ତି ଯାହାକୁ ଦର୍ଶକ ମାନେ ଦେଖି ତାଙ୍କ ମନ ରେ ପ୍ରଶ୍ନ ଆସୁଛି ଯେ ଯେ ହଠାତ୍ ଶ୍ରୀତମ ଦାସ କାହିଁକି ମହିଳା ବେଶ୍ ଧାରଣ କରିଛନ୍ତି । ଦର୍ଶକ ବନ୍ଧୁ ଆମେ ଏଠି କହି ରଖୁଛୁ ଯେ ଆଗାମୀ ଦିନ ମାନ ଙ୍କ ମଧ୍ୟ ରେ ଶ୍ରୀତମ ଦାସ ଙ୍କ ଏକ ନୂଆ ଫିଲ୍ମ୍ ଆସୁଛି ଯେଉଁଥିରେ ସେ ମହିଳା ବେଶ୍ ଧାରଣ କରିଛନ୍ତି ଓ ଏହି ଫିଲ୍ମ୍ ର ସୁଟିଂ ବର୍ତ୍ତମାନ ଜୋର୍ ସରେ ଚାଲିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *