ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଆଉ ଓଡ଼ିଆ ଫିଲ୍ମ୍ କରିବେ ନାହିଁ କାହିଁକି ଆପଣ ମାନେ ଜାଣିଛନ୍ତି କୁ ଯଦି ଜାଣି ନାହାନ୍ତି ତାହେଲେ ଜାଣନ୍ତୁ ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଝିଲ୍ଲିକ୍ ଙ୍କ ଆଉ ଫିଲ୍ମ୍ ଦେଖିବାକୁ ମିଳୁନି କାରଣ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ହଁ ବନ୍ଧୁ ବଙ୍ଗାଳୀ ଝିଅ ହୋଇଥିଲେ ମଧ୍ୟ ଓଡ଼ିଆ ବୋହୂ । ହଁ ଦର୍ଶକ ବନ୍ଧୁ ଝୀଳିକ ଭଟ୍ଟାଚାର୍ଯ୍ୟ ଓଡ଼ିଶା କୁ ଆସିଥିଲେ ଅଭିନୟ କରିବା ପାଇଁ ଆଉ ସେ ଅଭିନୟ କରି ଓଡ଼ିଆ ଅଭିନେତ୍ରୀ ହବା ସହ ଓଡ଼ିଆ ବୋହୂ ମଧ୍ୟ ହୋଇଗଲେ । ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି । ଝିଳିକ ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଯୋଗ ଦେଇଥିଲେ ।
ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ୍ ବିବାହ କରିବା ପରେ ଓଡ଼ିଆ ଫିଲ୍ମ୍ ରୁ ଦୂରେଇ ଯାଇଛନ୍ତି ସେ ତା ପରେ କୌଣସି ଫିଲ୍ମ୍ କରିନାହାନ୍ତି । ଯାହା ସୂଚନା ମିଳିଛି ଯେ ଝିଲ୍ଲିକ୍ ରାଜନୀତି କରିବାକୁ ଯାଉଛନ୍ତି କିନ୍ତୁ ଏହା ପଛ କଣ୍ ସତ୍ୟତା ଅଛି ତାହା ଜଣା ପଡିନାହିଁ କାରଣ ବର୍ତ୍ତମାନ ଝିଲ୍ଲିକ୍ ରାଜନୀତି କରିବେ ନା ଅଭିନୟ କରିବେ କୌଣସି ସୂଚନା ମିଳିନାହିଁ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ