ଖୁବ୍ ଶୀଘ୍ର ବନ୍ଦ ହବା କୁ ଯାଉଛି ତରଙ୍ଗ ଟିଭି ର ଏକ ମେଘା ଧାରାବାହିକ ବନ୍ଦ ହବାକୁ ଯାଉଛି । ବନ୍ଧୁଗଣ ଆପଣ ମାନେ ସବୁଦିନ ଦେଖିଆସୁଥିବେ ତରଙ୍ଗ ଟିଭି ର ମେଗା ଧାରାବାହିକ ଦେଖିଥିବେ ସେଥିରେ ପ୍ରସାରିତ ହେଉଥିବା ମାୟା, ନୂଆ ବୋହୂ, ତାରା ତାରିଣୀ ଧାରାବାହିକ କୁ ଦର୍ଶକ ମାନେ ବହୁତ୍ ଭଲ ପାଇଥାନ୍ତି ।
ଏହି କିଛି ଦିନ ସୂଚନା ମିଳିଛି ଯେ ତାରା ତାରିଣୀ ଧାରାବାହିକ ଟି ବନ୍ଦ ହବା କୁ ଯାଉଛି । ହଁ ଦର୍ଶକ ବନ୍ଧୁ ତାରା ତାରିଣୀ ଧାରାବାହିକ ରେ କିଛି ବଦଳିବାକୁ ଯାଉଛି । ଏଥିରେ ଛୋଟ ତାରା ତାରିଣୀ ବର୍ତ୍ତମାନ ବଡ଼ ହୋଇ ଯାଇଛନ୍ତି । ଏହାର ଟାଇଟଲ କୁ ଚେଞ୍ଜ କରି ତାରା ଆଖିରେ ତାରିଣୀ ରାଖିଛନ୍ତି । ଏହାକୁ ଆପଣ ୧୯ ତାରିଖ ରାତି ୯:୦୦ ଟା ରେ ଦେଖିବାକୁ ପାଇବେ । ଏଥିରେ ଆପଣ ତାରା ତାରିଣୀ ଙ୍କୁ ସୁମନ ପଟ୍ଟନାୟକ ଓ ଅସୀମା ପାତ୍ର ଙ୍କୁ ଦେଖିବାକୁ ମିଳିବ ।
ଦର୍ଶକ ବନ୍ଧୁ ଆଉ ଏକ ଗୁରୁତତ୍ୱପୂର୍ଣ କଥା ଯେ ତାରା ତାରିଣୀ ର କିଛି ଅଭିନେତା ଙ୍କୁ ବାହାର କରି କିଛି ନୂଆ ଅଭିନେତା ମାନ ଙ୍କୁ ସୁଯୋଗ ମିଳିଛି । ଏହାକୁ ଶୁଣି ଦର୍ଶକ ମାନ ଙ୍କୁ ବହୁତ୍ ଦୁଃଖ ମଧ୍ୟ ଲଗିଥିବ କାରଣ ସେମାନେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହାସଲ କରିପାରିଥିଲେ କିନ୍ତୁ ହଠାତ୍ ଧାରାବାହିକ ଟି ବଦଳିବା ସହ ଅଭିନେତା ମାନେ ମଧ୍ୟ ବଦଳିଛନ୍ତି ଆଉ ଯାହା ଦର୍ଶକ ମାନେ ମଧ୍ୟ ବହୁତ୍ ଦୁଃଖ ଅନୁଭବ କରିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ