Breaking News

ରାଜ୍ୟ ସରକାରଙ୍କ ବଡ ଘୋଷଣା କରୋନା ପାଇଁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ, ଆଜି ଠାରୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ

ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଜରୁରୀ ସୂଚନା ହବା କୁ ଯାଉଥିବା ଦଶମ ଓ ଦ୍ଵାଦଶ ପରୀକ୍ଷା କରାଗଲା ସ୍ଥଗିତ କରୋନା ପାଇଁ ଏପ୍ରିଲ ୧୯ ରୁ ସମସ୍ତ ଶିକ୍ଷାନୁଷ୍ଠାନ କ୍ଳାସ ବନ୍ଦ । ତାହେଲେ ଆସନ୍ତୁ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଅମ ରାଜ୍ୟ ସରକାର ତଥା ମୁଖ୍ୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ଯେ ଦଶମ ଓ ଦ୍ଵାଦଶ ପରୀକ୍ଷା ସ୍ଥଗିତ ରହିବ । ଏପ୍ରିଲ ୧୯ ରୁ ସମସ୍ତ କ୍ଳାସ ଗୁଡିକ ବନ୍ଦରହିବ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନେଇଛନ୍ତି ଅମ ରାଜ୍ୟ ସରକାର ଓ କରୋନା ରେ ଉନ୍ନତି ଆସିଲେ ପରୀକ୍ଷା ନେଇ ନିଷ୍ପତି ପରବର୍ତ୍ତୀ ସମୟ ରେ ନିଆଯିବ ବୋଲି କୁହା ଯାଇଛି ।

ଜୁନ ପ୍ରଥମ ସପ୍ତାହ ରେ ପରୀକ୍ଷା ବିଆସେ ରେ ଆଲୋଚନା କରାଯିବ ଓ ଉପଯୁକ୍ତ ସମୟ ଦିଆ ଯାଇ ପରୀକ୍ଷା କରା ଯିବ କୁ ନିଷ୍ପତି ନିଆଯିବ । ନବମ ଓ ଏକାଦଶ ଛାତ୍ର ଛାତ୍ରୀ ମାନେ ସିଧା ସଳଖ ଦଶମ ଓ ଦ୍ଵାଦଶ ଉତ୍ତିର୍ନ ହେବ ବୋଲି ସୂଚନା ମିଳିଛି । ଏହା ସହ ଦଶମ ଓ ଦ୍ଵାଦଶ ଶ୍ରେଣୀ ବନ୍ଦ କରାଯାଇଛି ହଁ ବନ୍ଧୁ ଏପ୍ରିଲ ୧୯ ତାରିଖ ରୁ କ୍ଳାସ ବନ୍ଦ ହବ ବୋଲି ମୁଖ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି । କରୋନା ପାଇଁ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଓ +୨ ପରୀକ୍ଷା ମଦ୍ଧ୍ଯ ସ୍ଥଗିତ ରହିବ ।

ଯେହେତୁ ବର୍ତମାନ ସମୟ ରେ କରୋନା ର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି ସେଥିପାଇଁ ସରକାର ଛାତ୍ର ଛାତ୍ରୀ ଙ୍କ ସୁବିଧା ପାଇଁ । ପ୍ରଧାନ ମନ୍ତ୍ରୀ ଅଦ୍ଧାକ୍ଷ ରେ ବସିଥିବା ବୈଠକ ରେ ଦଶମ ଓ +୨ ପିଲା ଙ୍କଅ ପରୀକ୍ଷା ବନ୍ଦ ହେବ କୁ ନିଷ୍ପତି ଦେଇଥିଲେ । ଇଣ୍ଟର୍ନାଲ ଆଧାର ରେ ଦଶମ ଶ୍ରେଣୀ ପିଲା ଙ୍କ ର ଦଶମ ରେଜଲ୍ଟ ବାହାରିବ ଓ ଯଦି ଏହି ରେଜଲ୍ଟ ରେ କେଉଁ ଛାତ୍ର ଛାଡ଼ି ଅସନ୍ତୋଷ କରିବେ ସେମାନ ଙ୍କ ପାଇଁ ପରିସ୍ଥିତି ସ୍ବାଭାବିକ ହେଲେ ଅଫଲାଇନ ମାଧ୍ୟମ ରେ ପରୀକ୍ଷା କରାଯିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦଶମ ଶ୍ରେଣୀ ଛାତ୍ର ରାଜର ଶେଷ ଭିଡିଓ ଦେଖିଲେ ଆଖିରୁ ଲୁହ ଝରି ଯିବ, ଏବେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି

ଦର୍ଶକ ବନ୍ଧୁ ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ଜଣା ନଥାଏ , ଯେମିତି ବର୍ତ୍ତମାନ ସମୟ ରେ ଖେଳୁଥିବା …

Leave a Reply

Your email address will not be published. Required fields are marked *