Breaking News

“ବର୍ତ୍ତମାନ ଗର୍ଭଧାରଣ କରନ୍ତୁ ନାହିଁ, ଆଉ କିଛି ମାସ ଅପେକ୍ଷା କରନ୍ତୁ” ଏମିତି ଏକ ଅଜବ ନିଷ୍ପତି ସରକାର ନେବା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଦର୍ଶକ ବନ୍ଧୁ ଏକ ବଡ କଥା ଖାସ ମହିଳା ମାନ ଙ୍କଅ ପାଇଁ ତାହେଲେ ଖବର ଟି କଣ ଅଛି ଆସନ୍ତୁ ଜାଣିବା । ହଁ ବନ୍ଧୁ ମହିଳା ମାନେ ଏବେ ଏହି ସମୟ ରେ ଗର୍ଭବତୀ ହୁଅ ନାହି ଆଉ କିଛି ମାସ ଅପେକ୍ଷା କରନ୍ତୁ । ଦର୍ଶକ ବନ୍ଧୁ ଏହି ନିର୍ଦ୍ଦେଶ ଟି କେଉଁ ଦେଶ ରେ କୁହାଯାଇଛି ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହାଲେ ଆମର ଏହି ପେଜ କୁ ଶେଷ ପର୍ଯନ୍ତ ପଢନ୍ତୁ । ଏବେ ଗର୍ଭବତୀ ହୁଅ ନାହି ଆଉ କିଛି ଦିନ ଅପେକ୍ଷା କର ଏହି ଅନୁରୋଧ ଟି ବ୍ରାଜିଲ ସରକାର ତାଙ୍କ ଦେଶ ର ମହିଳା ମାନ ଙ୍କୁ ଏଭଳି ଅନୁରୋଧ କରିଛନ୍ତି ।

ଏହି ଅନୁରୋଧ କରିବା ପଛ ର ଏକ ଚକିତ କରିବା ଭଳି ଖବର ମଦ୍ଧ୍ଯ ଅଛି । ସେ ଚକିତ କଳା ଭଳି ଖବର ଟି ହଉଛି ଯେ ବ୍ରାଜିଲ ରେ କରୋନା ସଂକ୍ରମଣ ର ଭୟ ଙ୍କର ରୂପ ଧାରଣ କରିଛି । ଏହାକୁ ଦୃଷ୍ଟି ରେ ରଖି ବ୍ରାଜିଲ ସରକାର ଦେଶ ର ମହିଳା ମାନ ଙ୍କୁ ଚକିତ କଳା ଭଳି ଖବର ଅନୁରୋଧ କରିଛନ୍ତି ଓ ଗର୍ବ ଧାରଣ ପାଇଁ ମହିଳା ମାନ ଙ୍କୁ ଆଉ କିଛି ମାସ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ର ସୂଚନା ଅନୁଯାୟୀ ବ୍ରାଜିଲ ବର୍ତମାନ ସଂକ୍ରମଣ ହାର ରେ ଶୀର୍ଷ ରେ ରହିଛି ଓ ଅନ୍ୟ ଦେଶ ର ତୁଳନା ଅନୁସାରେ ବ୍ରାଜିଲ ରେ ମୃତ୍ଯୁ ହାର ମଦ୍ଧ୍ଯ ଅଧିକ ରହିଛି ।

ହଁ ବନ୍ଧୁ ବ୍ରାଜିଲ ରେ ଦେଖାଯାଇଥିବା କରୋନା ନୂଆ ଷ୍ଟ୍ରେନ ଅଧିକ ମାତ୍ର ସଂକ୍ରମିତ ହେଉଛନ୍ତି ଓ ସେହି ସଂକ୍ରମଣ ମଦ୍ଧରୂ ପ୍ରାୟ ଅଧିକ ଗର୍ଭବତୀ ମହିଳା ମାନେ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟି ରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ବ୍ରାଜିଲ ର ସ୍ବାସ୍ଥ୍ୟ ଅଧିକାରୀ ରଫାଇଲ ପାରେଣ୍ଟ । ଏହି ନୂଆ ଶ୍ରେଣ ପ୍ରଥମେ ବ୍ରାଜିଲ ର ମାନାଉସ ସହର ରେ ଚିହ୍ନଟ ହୋଇଥିଲେ ଓ ତା ପରବର୍ତୀ ସମୟ ରେ ଏହା ଭୟାନକ ରୂପ ନେଇଥିଲା ବ୍ରାଜିଲ ରେ ।

Doctor checking a pregnant woman in hospital, Delhi, India

ଏହାହିଁ ଥିଲା ପ୍ରମୁଖ କାରଣ । ହଁ ଦର୍ଶକ ବନ୍ଧୁ କେବଳ ସେତିକି ନୁହେ ଏହି ଭାଇରସ ନୂଆ ଲକ୍ଷଣ ଯୁବପିଢି ଙ୍କୁ ମଦ୍ଧ୍ଯ ବ୍ୟାପିବା ରେ ଲାଗିଛି । ୩୦ ରୁ ୪୦ ବର୍ଷ ମଦ୍ଧ୍ଯ ରେ ଯୁବପିଢି ଙ୍କୁ ମଧ୍ୟ ଏହା ବ୍ୟାପିବା ରେ ଲାଗିଛି । ଏହି ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଷ୍ଟ୍ରପତି ଜୈର ବୋଲଶୋନାରେ ପୁଣି ଠାରେ ଲକ ଡାଉନ ଆରମ୍ଭ କରିଛନ୍ତି । ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.