Breaking News

ଓଡିଆ ଅଭିନେତ୍ରୀ ତାରିଣୀ (Lipi) ଏବେ ଏକ ନୂଆ ଧାରାବାହିକ ରେ ନଜର ଆସିବେ

ତାରା ତାରିଣୀ ଧାରାବାହିକ ଟି ଛାଡ଼ିଲା ପରେ ଆଉ ଏକ ଧାରାବାହିକ ରେ ଅଭିନୟ କରିବେ ଲିପି ତାହେଲେ ସେ କଣ ପେ ତାରା ତାରିଣୀ ଧାରାବାହିକ ଟି ଛାଡ଼ିଲେ ଜାଣିବା । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ଲିଡ ନାୟିକା ଭାବରେ ଅଭିନୟ କରୁଥିବା ତାରେଣୀ ବା ଲିପି ମହାପାତ୍ର। ତାରିଣୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳିବନି କଣ ରହୁଛି କାରଣ ଯାଆନ୍ତି। ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ରେ ।

ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଲିପି ଧାରାବାହିକ ରେ ଅଭିନୟ କରିବା ସହିତ ସେ ଅନେକ ଫିଲ୍ମ୍ ଓ ମ୍ୟୁଜୀକ୍ ଭିଡିଓ ଆଲବମ୍ ରେ ଭଲ ଅଭିନୟ କରି ସେ ଆଜି ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।

ବର୍ତ୍ତମାନ ସମୟ ରେ ଏକ ବଡ଼ ଖବର ଭାଇରାଳ ହବା ରେ ଲାଗିଛି ଯେ ତାରା ତାରିଣୀ ଧାରାବାହିକ ଟି ବନ୍ଦ ହବା କୁ ଯାଉଛି । ହଁ ଦର୍ଶକ ବନ୍ଧୁ ତାରା ତାରିଣୀ ଧାରାବାହିକ ରେ କିଛି ବଦଳିବାକୁ ଯାଉଛି । ଏଥିରେ ଛୋଟ ତାରା ତାରିଣୀ ବର୍ତ୍ତମାନ ବଡ଼ ହୋଇ ଯାଇଛନ୍ତି । ଏହାର ଟାଇଟଲ କୁ ଚେଞ୍ଜ କରି ତାରା ଆଖିରେ ତାରିଣୀ ରାଖିଛନ୍ତି । ଏହାକୁ ଆପଣ ୧୯ ତାରିଖ ରାତି ୯:୦୦ ଟା ରେ ଦେଖିବାକୁ ପାଇବେ ।

ଏଥିରେ ଆପଣ ତାରା ତାରିଣୀ ଙ୍କୁ ସୁମନ ପଟ୍ଟନାୟକ ଓ ଅସୀମା ପାତ୍ର ଙ୍କୁ ଦେଖିବାକୁ ମିଳିବ । ଦର୍ଶକ ବନ୍ଧୁ ଆଉ ଏକ ଗୁରୁତତ୍ୱପୂର୍ଣ କଥା ଯେ ତାରା ତାରିଣୀ ର କିଛି ଅଭିନେତା ଙ୍କୁ ବାହାର କରି କିଛି ନୂଆ ଅଭିନେତା ମାନ ଙ୍କୁ ସୁଯୋଗ ମିଳିଛି । ଏଥିରେ ଲିପି ଅଭିନୟ କରିବେ କି ନାହିଁ କିଛି ସୂଚନା ମିଳି ନାହିଁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *