Breaking News

ଭିଡିଓ ଦେଖନ୍ତୁ – କିପରି ଅନୁଭବ (Anubhav) ଆମ୍ବ ଚୋରି କରୁଥିଲେ , ଧରାପଡିବା ପରେ କଣ ହେଲା

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅନୁଭବ ମହାନ୍ତି ଆମ୍ବ ଚୋରି କରୁଥିବା ର । ଦର୍ଶକ ବନ୍ଧୁ ଆପଣ ମାନେ ଅନୁଭବ ଙ୍କୁ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ହିରୋ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ବନ୍ଧୁ ସେ ଭଲ ଅଭିନୟ କରିଥିବା ରୁ ବର୍ତମାନ ଘରେ ଘରେ ପରିଚିତ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ସେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଥିଲେ ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ତାଙ୍କ ଅଭିନୟ ଦେଖିଥିବେ ଅନେକ ଫିଲ୍ମ୍ ରେ । ସେ ଉଲିଉଡ୍ ର ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଥିଲେ କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ଯାଏ ରହିଲାନି ସେମାନେ ପରସ୍ପର ଠାରୁ ଅଲଗା ହୋଇଗଲେ ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ରେ ଝଗଡ଼ା ହୋଇଯାଇଛି । ଏହି ଝଗଡ଼ା ଏତେ ମାତ୍ର ରେ ବଢ଼ି ଯାଉଛି ଯେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦବା ପାଇଁ ଆଗେଇ ଆସିଛନ୍ତି । ଏବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଛାଡ ପତ୍ର ମାମଲା କୋର୍ଟ ରେ ରହିଅଛି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଖା ପାଖି ୧୦ ଟି ଫିଲ୍ମ୍ ରେ ଅଭିନୟ କରିବା ପରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବହୁ ଦିନ ରହିନଥିଲା ।

ଗତ ଦୁଇ ମାସ ତଳେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ଝଗଡ଼ା ହୋଇଯାଇଥିଲା । ଏହି ଝଗଡ଼ା ଏତେ ପରିମାଣ ରେ ବଢ଼ି ଯାଇଥିଲା ଯେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ଼ପତ୍ର ଦେବାପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଏବେ କୋର୍ଟ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ଛାଡ଼ପତ୍ର ମାମଲା ଶୁଣାଣି ଚାଲିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗିଛି ଏକ ଭିଡିଓ ଯେଉଁ ଭିଡିଓ ଟା ରେ କି ଅନୁଭବ ମହାନ୍ତି ତାଙ୍କ ନିଜ ଗାଁ ର ଜଣକ ଆମ୍ବ ଗଛ ରୁ ଆମ୍ବ ଚୋରି କରିଛନ୍ତି ହଁ ବନ୍ଧୁ ଅନୁଭବ ନିଜେ ଗଛ ରେ ଚଢ଼ି ଥିଲେ ଓ ଆମ୍ବ ଚୋରି କରିଥିଲେ । ଅନୁଭବ ଙ୍କୁ ଆମ୍ବ ଛେଚି କି ଚଟୁଆଣି କରି ପଖାଳ ଭାତ ରେ ଖାଇବାକୁ ଅନୁଭବ ଙ୍କୁ ବହୁତ୍ ଭଲ ଲାଗିଥାଏ ଏହି କଥା ସେ ସୋସିଆଲ ମିଡ଼ିଆ ରେ ଭାଇରାଳ ହୋଇଥିବା ଭିଡିଓ ରେ କହିଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *