Breaking News

୭୦୦ ଟଙ୍କା ଶସ୍ତା ରେ ମିଳୁଛି ଗ୍ଯାସ ସିଲିଣ୍ଡର ଜାଣନ୍ତୁ , ଆପଣ କିପରି ପାଇବେ

ଶସ୍ତାରେ ପାଆନ୍ତୁ ଗ୍ଯାସ ସିଲିଣ୍ଡର | ପାଆନ୍ତୁ ୭୦୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି କ୍ଯାଶବ୍ଯାକ | ମାର୍ଚ ୩୧ ଯାଏଁ ଅଫର ଲାଗୁ | ପେଟ୍ରୋଲ ,ଡିଜେଲ ଏବଂ ଖାଇବା ତେଲ ପରେ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି ରୋଷେଇ ଗ୍ଯାସ | ଦିନକୁ ଦିନ ରୋଷେଇ ଗ୍ଯାସ ର ଦର ବୃଦ୍ଧି ପାଉଛି | ସାଧାରଣ ଲୋକେ ଦର ବୃଦ୍ଧି କୁ ନେଇ ହନ୍ତସନ୍ତ ହେଉଛନ୍ତି | ଏହା ଭିତରେ ରୋଷେଇ ଗ୍ଯାସ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ଆସିଛି ବଡ ଖବର |

ପେଟିଏମ ମାଧ୍ୟମରେ ଗ୍ଯାସ ବୁକିଂ କଲେ ମିଳିବ କ୍ୟାସ ବ୍ଯାକ | ଉଦାହରଣ ସ୍ୱରୂପ ଯଦି ଆମେ ଦିଲ୍ଲୀ ର କଥା କହିବା | ତେବେ ସେଠାରେ ସିଲିଣ୍ଡର ମୂଲ୍ୟ ୮୧୯ ଟଙ୍କା ରହିଛି | ତେବେ ଯଦି ଆମେ ଏହାକୁ ପେଟିଏମ ମାଧ୍ୟମରେ ବୁକିଂ କରୁଛେ ତେବେ ଆମକୁ ମାତ୍ର ୧୧୯ ଟଙ୍କା ଦେବାକୁ ପଡିବ | ଅର୍ଥାତ ଆପଣଙ୍କୁ ୭୦୦ ଟଙ୍କା କ୍ୟାସବ୍ଯାକ ମିଳିବ | ଆସନ୍ତୁ ଜାଣିବା କେମିତି ଉଠାଇବା ଏହାର ଲାଭ | ଯଦି ଆପଣଙ୍କ ମୋବାଇଲ ରେ ପେଟିଏମ ଆପ୍ପ ନାହିଁ |

ତେବେ ପ୍ରଥମେ ଆପଣଙ୍କୁ ପେଟିଏମ ଆପ୍ପ ଡାଉନଲୋଡ କରିବାକୁ ପଡିବ | ଏହାପରେ ପେ ଟିଏମ କୁ ଯାଇ ଷୋ ମୋର କ୍ଲିକ କରନ୍ତୁ | ରିଚାର୍ଜ – ପେବିଲ କୁ ଯାଆନ୍ତୁ | ଏହାପରେ ବୂକ ଏ ସିଲିଣ୍ଡର ଅପଶନ କୁ ଯାଆନ୍ତୁ | ଭାରତ ଗ୍ଯାସ , ଏଚପି ଗ୍ଯାସ , ଇଣ୍ଡିଆନ ଗ୍ଯାସ ଆପଣ କିଣୁଥିବା ଗ୍ଯାସ ଚୟନ କରନ୍ତୁ | ରେଜିଷ୍ଟର ମୋବାଇଲ ନମ୍ବର ଏବଂ ଏଲପିଜି ଆଇଡ଼ି ସିଲେକ୍ଟ କରନ୍ତୁ | ଏହାପରେ ଆପଣଙ୍କୁ ପେମେନ୍ଟ ଅପଶନ ଦେଖାଯିବ | ଏବେ ପେମେଣ୍ଟ କରିବା ପୂର୍ବରୁ ଅଫର ଉପରେ ଫାଷ୍ଟ ଏଲପିଜି ଲେଖି ପ୍ରୋମୋ କୋଡ ଦିଅନ୍ତୁ | ବୁକିଂ ହୋଇଯିବ |

ବୁକିଂ ହେବାର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ ସ୍କ୍ରାଚ କାର୍ଡ ମିଳିଯିବ | ଯାହାକୁ ୭ ଦିନ ମଧ୍ୟରେ ସ୍କ୍ରାଚ କରିବାକୁ ପଡିବ | ତେବେ ଯେଉଁ ମାନେ ପ୍ରଥମ ଥର ପାଇଁ ପେଟିଏମ ମାଧ୍ୟମରେ ବୁକିଂ କରିବେ ତାଙ୍କୁ ହିଁ ଏହି ଅଫର ର ସୁବିଧା ମିଳିପାରିବ | ଔ ଏହି ଅଫର ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଆଖି ବୁଜିଲେ ମୁମ୍ବାଇର ନିର୍ଭୟା, ତାଙ୍କ ସହ ଯାହା ହୋଇଥିଲା ଶୁଣିଲେ ଲୁହକୁ ରୋକି ପାରିବେ ନାହିଁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା …

Leave a Reply

Your email address will not be published. Required fields are marked *