Breaking News

୭ ଟି ଲାଲ ମନ୍ଦାର ଫୁଲ ଭଗବାନ ଙ୍କ ପାଖରେ ଅର୍ପଣ କରନ୍ତୁ ,ବଦଳିଯିବ ଆପଣଙ୍କ ଭାଗ୍ୟ

ମେଷ ରାଶି :-
ବୃଥା ଭ୍ରମଣ , ଅଯଥା ଖର୍ଚ୍ଚ ଓ ଅଙ୍ଗ ପୀଡା ଦେଖାଦେବ ତେବେ ଜଗି ରାଖୀ ଚଳନ୍ତୁ | ସ୍ୱାସ୍ଥ୍ୟ ଗତ କାରଣକୁ ନେଇ ମହିଳା ମାନେ ଚିନ୍ତିତ ରହିବେ | ପ୍ରତିକାର :- ମା ପାର୍ବତୀ ଙ୍କୁ ଲାଲ ମନ୍ଦାର ଚଢାନ୍ତୁ ଏବଂ ମା ଙ୍କ ସିନ୍ଦୁର ନିଜ ମଥାରେ ଲଗାନ୍ତୁ |


ବୃଷ ରାଶି :-
ପ୍ରତ୍ଯେକ ଟି କାମରେ ସିଦ୍ଧି ଲାଭ କରିବେ ଓ ପ୍ରଶଂସା ର ପାତ୍ର ହେବେ | କୌଣସି ମନୋରଞ୍ଜନ ଧର୍ମୀ କାର୍ଯ୍ୟରେ ଯୋଗଦାନ କରିପାରନ୍ତି | ମହିଳା ମାନେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ଵ ନେଇ ସମ୍ମାନିତ ହେବେ | ପ୍ରତିକାର :- “ ଓମ ନମଃ ଶିବାୟ “ ମନ୍ତ୍ର କୁ ୨୭ ଥର ଜପ କରନ୍ତୁ |


ମିଥୁନ ରାଶି :-
ଶତ୍ରୁ ମାନେ ପରାଜିତ ହେବେ ଓ କାର୍ଯ୍ୟରେ ସଫଳତା ଲାଭ କରିବେ | କୌଣସି ନୂତନ ଯାନବାହାନ କିଣିବାର ସୁଯୋଗ ରହିଛି | କର୍ମ କ୍ଷେତ୍ରରେ ଉଚ୍ଚ କତୃପକ୍ଷ ଙ୍କ ଆସ୍ଥା ଭାଜନ ହେବେ | ପ୍ରତିକାର :- ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ସାତଟି ତୁଲସୀ ମଞ୍ଜରୀ ଚଢାନ୍ତୁ |


କର୍କଟ ରାଶି :-
ସମସ୍ତ କ୍ଷେତ୍ର ରୁ ବାଧା ବିଘ୍ନ ଦେଖାଦେଇପାରେ ତେଣୁ ଜଗି ରଖି କାର୍ଯ୍ୟ କରନ୍ତୁ | ସନ୍ତାନ ମାନଙ୍କ ର କାର୍ଯ୍ୟ କଳାପ କୁ ନେଇ ଦୁଃଖ ପ୍ରକାଶ କରିବେ | କର୍ମ କ୍ଷେତ୍ର ରେ ସ୍ଥାନାନ୍ତରଣ ହେବାର ଯୋଗ ରହିଛି | ପ୍ରତିକାର :- ମହାଦେବ ଙ୍କ ପାଖରେ କିଛି କଞ୍ଚା କ୍ଷୀର ଏବଂ ପାଞ୍ଚଟି ତ୍ରିଶାଖା ବେଲ ପତ୍ର ଅର୍ପଣ କରନ୍ତୁ |


ସିଂହ ରାଶି :-
ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ | ସମସ୍ଯାର ସମାଧାନ କ୍ଷେତ୍ର ରେ ବନ୍ଧୁ ଙ୍କ ସାହାର୍ଯ୍ୟ ପାଇବେ | ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ | ପ୍ରତିକାର : ଗାଈ କୁ କିଛି ଗୁଡ ଖାଇବାକୁ ଦିଅନ୍ତୁ |


କନ୍ୟା ରାଶି :-
ବହୁଦିନର ବାଦବିବାଦ ଓ ଅଶାନ୍ତି ଦୂର ହେବ | ନୂତନ ବନ୍ଧୁପ୍ରସ୍ତାବ ସ୍ଥିରିକୃତ ହେବ ଯାହାଫଳରେ ମନ ଖୁସି ରହିବ | ମହିଳା ମାନେ କାମ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ ନଚେତ ଦୁର୍ଘଟଣା ର ସମ୍ମୁଖିନ୍ନ ହୋଇପାରନ୍ତି | ପ୍ରତିକାର :- ଗୃହର ପ୍ରବେଶ ପଥରେ ପୂର୍ଣ୍ଣ କୁମ୍ଭଟିଏ ସ୍ଥାପନ କରନ୍ତୁ |


ତୁଳା ରାଶି :-
ଗୁପ୍ତ ଶତ୍ରୁ ମାନେ ଚକ୍ରାନ୍ତ କରି ବିପଦ ରେ ପକାଇପାରନ୍ତି | ବ୍ୟବସାୟ କ୍ଷେତ୍ରରେ ଆୟ ଅପେକ୍ଷା ବେୟ ଅଧିକା ହେବ | ପ୍ରତେକଟି କାର୍ଯ୍ୟରେ ବିଳମ୍ବ ହେବ ଓ ନାନା ପ୍ରକାର ର ସମସ୍ଯା ଦେଖାଦେବ | ପ୍ରତିକାର :- ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ |


ବିଛାରାଶି :-
ଶରୀର ସୁସ୍ଥରହିବ ମନ ପ୍ରସନ୍ନ ରହିବା ସହିତ ଉତ୍ତମ ଭୋଜନ ପ୍ରାପ୍ତ ହେବ | ଅଟକି ରହିଥିବା କାର୍ଯ୍ୟଟିକୁ ଶେଷ କରିବାରେ ସାମର୍ଥ୍ୟ ହେବେ | ଛାତ୍ର ଛାତ୍ରୀ ମାନେ ପ୍ରତେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ | ପ୍ରତିକାର :- ସାତଟି ବୁନ୍ଦି ଲଡୁ ସାତ ଜଣ ପିଲା ଙ୍କ ମଧ୍ୟରେ ବାଣ୍ଟନ୍ତୁ |


ଧନୁ ରାଶି :-
କୌଣସି ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ | ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିଯୋଜିତ କରିବେ | ମହିଳା ମାନଙ୍କ କାର୍ଯ୍ୟ ଆଦରଣୀୟା ହେବ | ପ୍ରତିକାର :- ହଳଦୀ ରଙ୍ଗ ର ବସ୍ତ୍ର ପରିଧାନ କରନ୍ତୁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ପ୍ରସନ୍ନ ହେଲେ ରାମ ଭକ୍ତ ହନୁମାନ ଏହି ୬ଟି ରାଶି କାଲିଠୁ କୋଟିପତି !!

ଆଜି ଆମେ ଛଅ ଟି ରାଶି ବିଷୟରେ ଜାଣିବା ଯାହାଙ୍କ ଉପରେ ଭଗବାନ ବଜରଙ୍ଗବାଲୀ ଙ୍କ ବିଶେଷ କୃପା ହେବାକୁ …

Leave a Reply

Your email address will not be published. Required fields are marked *