Breaking News

ଓଡିଶାର ଗର୍ବ – ଓଡିଶାର ପୁଅ ହଂକଂ କ୍ରିକେଟ ଟିମର ଅଧିନାୟକ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ରାଜ୍ୟ ପାଇଁ ଏକ ଗର୍ବ ର ବିଷୟ ।ହଁ ବନ୍ଧୁ ଓଡିଆ ହୋଇ ମଦ୍ଧ୍ଯ ସେ ହଂକଂ କ୍ରିକେଟ ଟିମ ର ଅଧି ନାୟକ ତାହେଲେ ଆସନ୍ତୁ ଜାଣିବା ଯେ ସେ ଓଡିଆ ପୁଅ କିଏ ଓ କେଉଠାରେ ରୁହନ୍ତି ସମସ୍ତ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ଜାଣିବା । ହଁ ବନ୍ଧୁ ହଂକଂ କ୍ରିକେଟ ଟିମ ରେ ଓଡିଆ ପୁଅ ଙ୍କଅ ନେତୃତ୍ବ ଆପଣ ମାନେ ଜାଣିଥିବେ ଯେ ଅନ୍ତର୍ଜାତୀୟ ରେ ହଂକଂ ର ସେତେ ବଡ ନାମ ନଥିଲେ ପି ସତ୍ତ୍ବେ ତାର ନେତୃତ୍ବ ନେଇ ଦଳ କୁ ଅନେକ ମ୍ଯାଚ ରେ ବିଜୟ କରିଛନ୍ତି ଏହି ଓଡିଆ ଖେଳରି ଅଂଶୁମାନ ରଥ ।

ସେ ଭୁବନେଶ୍ବର ଆସିଥିଲା ବେଳେ ତାଙ୍କ କ୍ୟାରିଆର ଓ କ୍ରିକେଟ ଭବିଷ୍ୟତ କୁ ନେଇ ଆଲୋଚନା କରିଥିଲେ । ତାଙ୍କୁ ସେହି ଆଲୋଚନା ସମୟ ରେ ପଚାରାଯାଇଥିଲା ଯେ ଯେହେତୁ ସେ ଓଡିଆ ପୁଅ ହିସାବ ରେ ହଂକଂ କ୍ୟାରିଆର ଓ ସେଠୀ ତାଙ୍କ ପ୍ରତିଷ୍ଠା ତାହାଲେ କେମିତି ଅଭିଜ୍ଞତା ଅଛି ଖାସ କ୍ରିକେଟ କୁ ନେଇ ଓ ସେ କେତେ ଭଲ ପାଆନ୍ତି କ୍ରିକେଟ କୁ । ଏହାର ଉତ୍ତର ସେ କହିଥିଲେ ଯେ ୨୦୦୩ ରେ ଯେବେ ଭାରତ ବିଶ୍ବ କପ ପାଇଁ ଭାରତ ମଦ୍ଧ୍ଯ ଫାଇନାଲ ରେ ଥିଲା ଓ ସେତେବେଳେ ଅଧିନାୟକ ଥିଲେ ଗାଙ୍ଗୁଲୀ ସେ ଖେଳ କୁ ଦେଖି ମୋର କ୍ରିକେଟ ଖେଳ ପ୍ରତି ଇଚ୍ଛା ହେଲା ।

ତାପରେ ସେ ହଂକଂ ରେ ତାଙ୍କ ଖେଳ ଆରମ୍ଭ କରିଥିଲେ ଓ ସେ ଯେହେତୁ ଛୋଟ ପିଲା ଥିଲେ ତ ସେଥିପାଇଁ ସେ ଏଜେ ଗ୍ରୁପ ରେ କ୍ରିକେଟ ଖେଳିଥିଲେ ଓ ନାସନାଲ ମଦ୍ଧ୍ଯ ଭଲ ପଦର୍ଶନ କରାଇଥିଲେ । ସେ ମଦ୍ଧ୍ଯ ଭାରତ ବିପକ୍ଷ ରେ ଖେଲିଛନ୍ତି । ତାଙ୍କର ବହୁତ ଇଚ୍ଛା ଥିଲା ଯେ ସେ ଭାରତ କ୍ରିକେଟ ଟିମ ରେ ଖେଳିବାକୁ ତାହା ହୋଇ ପରି ନଥିଲା କାରଣ ସେ ହଂକଂ ରେ ରହୁ ଥିଲେ ଓ ଆଗାମୀ ଦିନ ମାନ ଙ୍କଅ ମଦ୍ଧ୍ଯ ରେ ସେ ଅମ ଭାରତ କ୍ରିକେଟ ଟିମ ରେ ଖେଳିବାର ବହୁ ଚାନସ ଅଛି । ହଁ ଦର୍ଶକ ବନ୍ଧୁ ଅଂଶୁମାନ ରଥ ହଂକଂ ରେ ୧୮ ଟି ଏକଦିବସୀୟ ଖେଲିଛନ୍ତି ଗୋଟିଏ ଶତକ ଓ ୭ ଟି ଅର୍ଦ୍ଧ ଶତକ ,୫୨ ହାର ରେ କରିଛନ୍ତି । ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Biju Swasthya କାର୍ଡ ରେ ଏବେ ସାଧାରଣ ଲୋକ ପାଇପାରିବେ ୧୦ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କିପରି ଓ କେଉଁ ମାନେ ଏହାକୁ ଆବେଦନ କରି ପାରିବେ

ବନ୍ଧୁଗଣ ରାଜ୍ୟସରକାର ଏନକେ ନୂଆ ଯୋଜନା ବିଜୁ ହେଲଥ କାର୍ଡ ସେପ୍ଟେମ୍ବର 1 ରୁ ଏହି କାର୍ଡ ଉପଲବ୍ଧ କରାଇ …

Leave a Reply

Your email address will not be published. Required fields are marked *