Breaking News

ଜାଣନ୍ତୁ କିପରି ରସକିଆ ହାଇଦରକୁ ତାର ପ୍ରେମିକା ମାନେ ଧରା ପକାଇଦେଲେ

ପ୍ରେମିକ ପ୍ରବର୍ ହାଇଦର । ହଁ ବନ୍ଧୁ ଗୋଟେ ନୁହେଁ ହାଇଦର ଥିଲା ତିନି ତିନିଟା ପ୍ରେମିକା । ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି ହାଇଦର ପାଖା ପାଖି ୫ ଦିନ ଯାଏଁ ଫେରାର ଥିଲା । ହାଇଦର କୁ ଧରି ବା ପାଇଁ ପୋଲିସ ସଫଳ ହୋଇଛି। ହାଇଦର ଗିରଫ ହେବା ସହିତ ତା ପ୍ରେମ କାହାଣୀ ମଧ୍ୟ ସାମ୍ନା କୁ ଆସିଛି ।  ସେହି ପ୍ରେମ ସମସ୍ତ ସୂଚନା ଦେଇଥିଲା ପୋଲିସ କୁ ହଁ ବନ୍ଧୁ ହାଇଦର ର ଗୋଟେ ନୁହେଁ ବରଂ ତିନୋଟି ପ୍ରେମିକା ଅଛନ୍ତି । ତେଲେଙ୍ଗାନା ରେ ହାଇଦର ଭିନ୍ନ ଭିନ୍ନ ମୋବାଇଲ ରୁ ନିଜ ପ୍ରେମିକା ମାନ ଙ୍କ ସହ ଲଗାତାର ସଂସ୍ପର୍ଶରେ ରହୁଥିଲା । ହାଇଦର ଫେରାର ହବା ୨ ଦିନ ପରେ ତାର ଜଣେ ପ୍ରେମିକା କଲ ଯାଞ୍ଚ୍ କରୁ କରୁ ଜାଣିବାକୁ ପାଇଲା ଯେ ବାହାର ରାଜ୍ୟ ରୁ ୬ ଟି ନମ୍ୱର୍ ରେ ତାଙ୍କ ପାଖ କୁ ଆସୁଥିବା ଜାଣିବା କୁ ପାଇଥିଲା ପୋଲିସ ।

ଏହି ନମ୍ୱର୍ ଟି ତେଲେଙ୍ଗାନା ର ଅଟେ ଓ କଲ ମଧ୍ୟ ସେହି ତେଲେଙ୍ଗାନା ରୁ ହୋଇଥିବା ସ୍ପଷ୍ଟ ହୋଇଥିଲା ଓ ସେହି ତିନୋଟି ଯାକ ନମ୍ୱର୍ ଟି କୁ ସର୍ଭିଲାଂଶ କୁ ନେଲା ପରେ ସେଥିରୁ ଦୁଇ ଟି ନମ୍ୱର୍ ର ସୁରାକ ମିଳିଥିଲା । ସେହି ନମ୍ୱର୍ ଯାଞ୍ଚ୍ କରୁ କରୁ ଜଣା ପଡ଼ି ଗଲା ଯେ ସେ ଦୁଇ ଟି ନମ୍ୱର୍ ହେଉଛି ଦୁଇ ଟି ଯୁବତୀ ଙ୍କ ନମ୍ୱର୍ ବୋଲି ଜଣାପଡିଥିଲା । ୧୩ ତାରିଖ ସୁଦ୍ଧା ତାର ଗତି ବିଧି ସୂଚନା । ସେହିଦିନ ହିନ ତେଲେଙ୍ଗନ ଯାଇଥିଲା କଟକ କମିଶନର ଏକ ବଡ ଟିମ ହେଲେ ପୋଲିସେ ସେଠସରେ ପହଞ୍ଚିଲା ବେଳ କୁ ହାଇଦାର ନିଜ ଠିକଣା ବଦଳାଇ ଅନ୍ୟ ଏକ ଜିଲ୍ଲା କୁ ପଳେଇଥିଲା କିନ୍ତୁ ପ୍ରେମିକ ମାନ ଙ୍କ ସହ କଥାବାର୍ତା ଜାରି ରଖିଥିଲା । ସେହି କଥାବାର୍ତ୍ତା ହିନ ତାକୁ ଧରା ପକାଇଦେଇଥିଲା ।

ହଁ ବନ୍ଧୁ ସେ କଥା ହଉଥିବା ଫୋନ କଲ ରୁ ପୋଲିସେ ତାକୁ ଟ୍ରକ କରି ତାର ଲୋକେଶନ ବିଷୟ ରେ ଜାଣି ପାରିଲା ପରେ ପୋଲିସ ତାକୁ ୧୫ ଦିନ ସନ୍ଧ୍ୟା ରେ ତାକୁ ମାଡି ବସିଥିଲା ପୋଲିସ । ଦର୍ଶକ ବନ୍ଧୁ ସବୁଠୁ ବଡ କଥା ହଉଛି ଯେ ହାଇଦାର ତିନୋଟି ପ୍ରେମିକା ମାନ ଙ୍କଅ ମଦ୍ଧ୍ଯ ରୁ ଜଣ ଙ୍କଅ ବୟସ ହେଉଛି ୧୮ ବର୍ଷ ହୋଇଥିଲା ବେଳେ ଆଉ ୨ ଜଣ ଙ୍କ ବୟସ ହେଉଛି ୨୨ ଓ ୨୬ । ଜଣେ ବାଲେଶ୍ବର ବାଦୀନ୍ଦା ହୋଇଥିଲ ବେଳେ ଆଉ ଜଣେ ପଟ୍ଟାମୁଣ୍ଡେଇ ଓ ଅନ୍ୟ ଯୁବତୀ ଙ୍କ ଘର ମହାଙ୍ଗା ବାସିନ୍ଦା । ହାଇଦାର ଧରା ପଡିବ ପରେ ପୋଲିସ ଏହି ତିନି ଯୁବତୀ ଙ୍କ ହିପାଜାତ କୁ ନେଇଥିଲା ଏହି ତିନି ଜଣ କୁ ପଚରା ପଚାରି କରା ଯାଇଥିଲା

ଆହୁରି ମଦ୍ଧ ସୂଚନା ମିଳିଛି ଯେ ଯଦି ହାଇଦାର ଖସି କି ଯିବା ରେ ଯଦି ଏହି ତିନି ଜଣ ଙ୍କ ମଦ୍ଧ୍ଯ ରୁ କେହି ପି ସହଯୋଗ କରିଥାନ୍ତି ତାହାଲେ ତାଙ୍କ ଉପରେ କାର୍ଯାନୁଷ୍ଠାନ ନିଆ ଜୀବ । ହଁ ବନ୍ଧୁ ହାଇଦାର ପ୍ରେମିକ ମାନେ ତାକୁ ଦେଖା କରିବା ପାଇଁ ଏସସିବି ଆସୁଥିଲେ ଭିନ୍ନ ଭିନ୍ନ ରୂପ ରେ । ହଁ ବନ୍ଧୁ ହାଇଦାର ପ୍ରେମ ସମ୍ପର୍କ ଓଡିଆ ଯାତ୍ରା ଗଣନାଟ୍ୟକ ର ଅଭିନେତ୍ରୀ ମଧ୍ୟ ପ୍ରେମ ରେ ପଡି ଯାଇଥିଲେ ଓ ହାଇଦାର ତାଙ୍କୁ ବିବାହ କରିବାକୁ ମଧ୍ୟ କଥା ଦେଇଥିଲା କିନ୍ତୁ ତା ପୂର୍ବ ରୁ ହାଇଦାର ୨ ଟି ପତ୍ନୀ ମଧ୍ୟ ଅଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *