Breaking News

ଫୁଣି ଓଡିଆ ସିନେମା ଜଗତର ଜଣେ ବରିଷ୍ଠ ଅଭିନେତାଙ୍କର ହେଲା ପରଲୋକ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ୨୦୨୦ ରେ ଆମେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁ କଳାକାର ମାନେ ଆମକୁ ଛାଡି ଏଇ ଦୁନିଆ ଛାଡି ଚାଲି ଯାଇଛନ୍ତି ।ଠିକ୍ ସେମିତି ୨୦୨୧ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ଖବର । ହଁ ବନ୍ଧୁ ଆଉ ଏଇ ଦୁନିଆ ରେ ନାହାଁନ୍ତି ଆଉ ଅର୍ଚାନକ ଦୁଃଖ ର ଖବର ଉଳୀଉଡ୍ ଇଣ୍ଡଷ୍ଟ୍ରି ପାଇଁ । ସେ କଳାକାର ଜଣ କ କିଏ ଆମେ ନିଶ୍ଚୟ ଜଣାଇବୁ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଦେଶ ହଉଛି କଳାକାର ଓ ସଂସ୍କୃତିକ ଦେଶ । ଏଠାରେ ଅନେକ କଳାକାର ରହୁଛନ୍ତି ଓ ତାଙ୍କ କଳାକାର ଙ୍କୁ ଲୋକ ନିକଟ ରେ ପ୍ରଦର୍ଶନ କରୁଛନ୍ତି ।ସେ ଅଭିନୟ ହେଉ ବା ନାଚ ଓ ଗୀତ ହେଉଥାଉ ନା ମଧ୍ୟ ଭାରତ ସବୁଠାରେ ଆଗରେ ଅଛି ।

ଏଥିସହିତ ଏହି କଳାକାର ମାନେ ତାଙ୍କ କଳାକାର କୁ ପ୍ରଦର୍ଶନ କରି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ବହୁ ନାମ ମଧ୍ୟ ଅର୍ଜନ କରିଥାନ୍ତି । ସେହିଭଳି ଆଜି ଆମେ ଏମିତି ଜଣକ ବିଷୟ ରେ ଜନେ଼ଇବୁ ଯିଏ କି ବିଶ୍ବପ୍ରସିଦ୍ଧ ଅଟନ୍ତି । ବରିଷ୍ଠ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ନିର୍ଦ୍ଦେଶକ ,ଓଡ଼ିଆ ସଙ୍ଗୀତ ର ନାଟକ ଏକାଡେମୀ ପୁରସ୍କାର ବିଜେତା ବଦ୍ରି ନାରାୟଣ ମହାପାତ୍ର ଙ୍କ ପରଲୋକ । ସେ ଶତାଧିକ ନାଟକ କରିବା ସହ ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି ଓ ଅନେକ ଟିଭି କାର୍ଯ୍ୟ କ୍ରମ ରେ କାମ କରିଛନ୍ତି ।

ତାଙ୍କ ବିୟୋଗ ଫଳ ରେ ଓଡ଼ିଶା ବା କଳାହାଣ୍ଡି ଏକ ବରିଷ୍ଠ ସଂଗଠକ କୁ ହରାଇଲା । ତାଙ୍କର ବିୟୋଗ ଫଳ ରେ କଳାହାଣ୍ଡି ର କଳାକାର ସଂଘ ଓ କଳାହାଣ୍ଡି ଲେଖକ ପରିଷଦ , ମହାବୀର ସାଂସ୍କୃତିକ ଅନୁଷ୍ଠାନ , ଜିଲ୍ଲା ସାଂସ୍କୃତିକ ପରିଷଦ , ଜିଲ୍ଲା କ୍ରୀଡାବିତ୍ ସଂସ୍ଥା ପକ୍ଷରୁ ଗଭୀର ଶୋକ୍ ପ୍ରକାଶ କରାଯାଇଛି । ଶ୍ରୀ ମହାପାତ୍ର ଙ୍କ ବିୟୋଗ ରେ କଳାହାଣ୍ଡି ତାର ଏକ ଭୂମିପୁତ୍ର କୁ ହରାଇଲା । କଳାହାଣ୍ଡି କଳା ଜଗତ ରେ ଶୋକ ର ଛାୟା ଖେଳିଯାଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *