Breaking News

ଭିଡିଓ ଦେଖନ୍ତୁ – କିପରି ଧୂମ ଧାମରେ ବାବୁଶାନ (Babushan) ତାଙ୍କ ପୁଅର ଏକୋଶିଆଇ କରିଲେ

ଆଜି ଆମେ ଜାଣିବା ଯେ ବାବୁଶାନ୍ ତାଙ୍କ ପୁଅ ର ଏକୋଷିଆ କେମିତି ପାଳନ କରିଛନ୍ତି । ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଗତ କିଛି ଦିନ ତଳେ ବାବୁଶାନ୍ ଓ ତୃପ୍ତି ଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ।ଏହି ଖୁସି ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଖୁସି ର ଲହରୀ ଖେଳିଯାଇଛି । ବାବୁଶାନ୍ ଙ୍କ ର ପୁଅ ହେଲା ପରେ ବାବୁଶାନ୍ ଙ୍କୁ ସମସ୍ତ ଅଭିନେତା ଓ ଅଭିନେତ୍ରୀ ଅଭିନନ୍ଦନ ଜଣାଇବା ସହ ହସ୍ପିଟାଲ୍ ରେ ପହଞ୍ଚିଛନ୍ତି ।

ବାବୁଶାନ୍ ତାଙ୍କ ପୁଅ ଫଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦର୍ଶକ ମାନ ଙ୍କ ସହ ସେୟାର କରିଛନ୍ତି । ଯାହାକୁ ଦର୍ଶକ ମାନେ ଦେଖି କହିଛନ୍ତି ଯେ ଆଗାମୀ ଦିନ ମାନ ଙ୍କ ର ବାବୁଶାନ୍ । ବାବୁଶାନ୍ ଓ ତୃପ୍ତି ବର୍ତ୍ତମାନ ଖୁସି ରେ ଅଛନ୍ତି । ବାବୁଶାନ୍ ଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ପୁଅ ସୁସ୍ଥ ଅଛନ୍ତି । ଏହି ଖୁସି ରେ ବାବୁଶାନ୍ ସମସ୍ତ ଙ୍କୁ ମିଠା ବାଣ୍ଟିବା ସହ ତାଙ୍କ ଫ୍ୟାନ ମାନ ଙ୍କୁ ସେୟାର କରିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ତୃପ୍ତି ହେଉଛନ୍ତି ତାଙ୍କ ପିଲା ଦିନ ର ସାଙ୍ଗ ।

ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ ଓ ଗତ କିଛି ବର୍ଷ ତଳେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବାବୁଶାନ୍ ତାଙ୍କ ପୁଅ ନା ଦେଇଛନ୍ତି ସମର୍ଥ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଚଳିତ ବର୍ଷ ବାବୁଶାନ୍ ଙ୍କ ଏକ ଫିଲ୍ମ୍ ଆସିବାକୁ ଯାଉଛି ଯାହାର ନାମ ହେଉଛି ବିଦ୍ୟାରାଣ୍ ଏହି ଫିଲ୍ମ୍ ରେ ତାଙ୍କ ବିପକ୍ଷରେ ଦେଖିବାକୁ ମିଳିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୂଳ ବୁଲି ନାୟିକା ଶିବାନୀ । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ବୈଦୟନାଥ ଦାସ ଦେଉଛନ୍ତି । ଦର୍ଶକ ବନ୍ଧୁ ବାବୁଶାନ୍ ତାଙ୍କ ପୁଅ ର ଏକୋଇସା ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ଓ ତାଙ୍କ ଘରେ ମଧ୍ୟ ପାଲା କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *