Breaking News

ଓଡିଶାର ଲୋକପ୍ରିୟ ଆଲବମ ଅଭିନେତ୍ରୀ ଆମେଲି ପଣ୍ଡା (Ameli Panda) ଫୁଣି ଥରେ Ollywood କୁ ଫେରିବେ

ଦର୍ଶକ ବନ୍ଧୁ ପୁଣି ଅଲିଉଡ୍ କୁ ଫେରିବାକୁ ଯାଉଛନ୍ତି ଜଣେ ଜଣା ଶୁଣା ଅଭିନେତ୍ରୀ । ଯିଏ କି ବର୍ତ୍ତମାନ ସମୟ ରେ ସେ ତାଙ୍କର ଆଉ ଆଲବମ୍ ଓ ଅଭିନୟ ଦେଖିବାକୁ ମିଳୁନି । ହଁ ବନ୍ଧୁ ଆମେ କହୁଛୁ ଆଲବମ୍ ହିରୋଇନ୍ ଆମେଲି ପଣ୍ଡା ଙ୍କ ବିଷୟ ରେ ଯାହାଙ୍କର ଆଲବମ୍ ଗୀତ ଦେଖିବା ପାଇଁ ଲୋକ ମାନେ ଚାହିଁ ରହୁଥିଲେ ।

ତାଙ୍କର ଆଲବମ୍ ରେ ଜବରଦସ୍ତ ଅଭିନୟ ଲୋକ ମନ୍ ଙ୍କୁ ବହୁତ୍ ପସନ୍ଦ ଆସିଥିଲା ସେ ବହୁତ ଗୁଡ଼ିଏ ଆଲବମ୍ କରିଛନ୍ତି ଆଉ ସମସ୍ତ ଆଲବମ୍ ମଧ୍ୟ ଲୋକ ମାନ ଙ୍କ ହୃଦୟ କୁ ଛୁଇଁଛି । ହଁ ବନ୍ଧୁ ଆସନ୍ତୁ ଜାଣିବା ଅମେଲି ପଣ୍ଡା ଙ୍କ ବିଷୟ ରେ ତାଙ୍କର ପ୍ରକୃତ ନାମ ହେଉଛି ଆମେଳି ପଣ୍ଡା ହୋତା ।ସେ ୨୦୧୧ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଆଉ ତାଙ୍କ ସ୍ବାମୀ ଙ୍କ ନାମ ହେଲା ନିଲ ହୋତା । ।

ସେ ମହର୍ଷି ବିଶ୍ଵ ବିଦ୍ୟାଳୟ ରେ ପାଠ ପଢୁଥିଲେ । ସେ ବହୁତ୍ ଗୁଡ଼ିଏ ଆଲବମ୍ କରି ଫିଲ୍ମ୍ ରେ ଅଭିନୟ ମଧ୍ୟ କରିଥିଲେ । ସବୁଠୁ ବଡ଼ କଥା ହେଲା ଯେ ୪୦୦ ରୁ ଅଧିକ ଆଲବମ୍ କରିଛନ୍ତି । ସେ ୨୦୦୫ ମସିହା ରେ ପ୍ରଥମେ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ ଆରମ୍ଭ କରିଥିଲେ ଓ ଏହି ଓଡ଼ିଆ ଫିଲ୍ମ୍ ନାମ ଟି ହଉଛି ଜୀବନ ମୃତ୍ୟୁ ତା ପରେ ଦ୍ଵିତୀୟ ଫିଲ୍ମ୍ ହଉଛି ୨୦୦୭ ମସିହା ରେ ତୁମକୁ ତ ପାରୁନି ଭୁଲି ରେ ଭଉଣୀ ଭୂମିକା ରେ ଅଭିନୟ କରିଛନ୍ତି ।

ଆମେଲୀ ଭୁବନେଶ୍ୱର ରେ ବିବାହ କରିଛନ୍ତି । ତାଙ୍କ ସ୍ବାମୀ ଜଣେ ବିଜିନେଶ ମ୍ୟାନ । ଗତ ଦୁଇ ଦିନ ତଳେ ଅମେଲୀ ଏକ ଇନ୍ତରଭ୍ୟୁ କହିଛନ୍ତି ଯେ ତାଙ୍କୁ ଯେ ଦର୍ଶକ ମାନେ ବର୍ତ୍ତମାନ ତାଙ୍କ ଅଭିନୟ କୁ ପସନ୍ଦ କରୁଛନ୍ତି । ତାଙ୍କୁ ଯଦି ସେହିଭଳି ଭଲ ଦମାଦର ଚରିତ୍ର ମିଳେ ତାହାଲେ ସେ ନିଶ୍ଚୟ ଅଭିନୟ କରିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *