Breaking News

ସାରା ଓଡ଼ିଶାରେ ଲାଗୁ ହେଲା କର୍ଫ୍ୟୁ, ଜାଣନ୍ତୁ ଏହି ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ

ଆପଣ ମାନେ ଜାଣିଥିବେ କୋରୋନା ମହାମାରୀ କେମିତି ଭୟଙ୍କର ରୁପ ନେବାରେ ଲାଗିଛି। ତେବେ ଏହି ମହାମାରୀ ପୁଣି ଥରେ ତାର ତାଣ୍ଡବ ଲୀଳା ରଚିଲାଣି ତେବେ ଏହାକୁ ଆଖି ଆଗରେ ରଖି ସରକାର ବହୁତ ଗୁଡିଏ କଟକଣା ମଧ୍ୟ ଲଗାଉଛନ୍ତି ।ତେବେ ଆସନ୍ତୁ କଣ ସବୁ କଟକଣା ଲାଗିଲା ଆସନ୍ତୁ ଜାଣିବା।


ତେବେ ପୁଣି ଓଡିଶାକୁ ଫେରିଲା କୋରୋନା କଟକଣା ଆଜିଠାରୁ ସାରା ଓଡ଼ିଶାରେ ଲାଗୁ ହେବ ନାଇଟ କର୍ଫ୍ୟୁ ବର୍ତ୍ତମାନ ଜାଣି ରଖନ୍ତୁ କର୍ଫ୍ୟୁ ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ରାଜ୍ୟରେ କଡା କଡ଼ି ହେଲା କୋରୋନା କଟକଣା ସାରା ରାଜ୍ୟ ନାଇଟ କର୍ଫ୍ୟୁ ଓ ଛତିଶଗଡ଼ ସୀମାନ୍ତ ଦଶ ଟି ଜିଲ୍ଲା ରେ ନାଇଟ କର୍ଫ୍ୟୁ ସମୟ ବଦଳିବା ସହ ସପ୍ତାହନ୍ତ ସଟ ଡାଉନ ଘୋଷଣା କରାଗଲା ଗତ କାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।


ପ୍ରଥମ ହେଉଛି ଦଶ ଟି ଜିଲ୍ଲାରେ ବଦଳିଲା ନାଇଟ କର୍ଫ୍ୟୁ ର ସମୟ ଛତିଶଗଡ଼ ସୀମାନ୍ତ ଦସ ଟି ଜିଲ୍ଲା ଯଥା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ବରଗଡ,ନୂଆପଡା,କଳାହାଣ୍ଡି ବଲାଙ୍ଗୀର ,ନବରଙ୍ଗପୁର ,କୋରାପୁଟ ଏବଂ ମାଲକାନଗିରି ମୁନ୍ସୀପାଲିଟି ଏବଂ ଏନଏସି ଅଞ୍ଚଳରେ ଆଜିଠାରୁ ନାଇଟ କର୍ଫ୍ୟୁ ରେ ପରିବର୍ତ୍ତନ ହେବ ଏବେ ଏହି ସବୁ ସ୍ଥାନ ମାନଙ୍କରେ ସନ୍ଧ୍ୟା 6 ଟାରୁ ଆରମ୍ଭ ହୋଇ ସକାଳ 5 ଯାଏଁ ନାଇଟ କର୍ଫ୍ୟୁ ଲାଗୁହେବ ।

ପୂର୍ବରୁ ରାତି 10 ଟାରୁ ସକାଳ 6 ଯାଏଁ କର୍ଫ୍ୟୁ ଲାଗୁଥିଲା କିନ୍ତୁ ଆଜିଠୁ ଏହି ନିୟମ ରେ ପରିବର୍ତ୍ତନ ଆସିଛି। ସେହିପରି ଅନ୍ୟ 20 ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେବ ଏହି ସବୁ ସ୍ଥାନ ମାନଙ୍କରେ ରାତି 9 ଟାରୁ ସକାଳ 5 ଟା ଯାଏଁ କର୍ଫ୍ୟୁ ଲାଗୁ ହେବ। ତେବେ ନାଇଟ କର୍ଫ୍ୟୁ ସମୟରେ ଜରୁରୀ ସେବା ଯେମିତିକି ବିଦ୍ୟୁତ ,ଜଳ ଓ ସ୍ୱାସ୍ଥ୍ୟ ସେବା ରେ ଥିବା କର୍ମଚାରୀ ମାନେ ନିଜ ପରିଚୟ ପତ୍ର ଦେଖାଇ ଯିବା ଆସିବା କରି ପାରିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *