Breaking News

ଭିଡିଓ ଦେଖନ୍ତୁ – ନୂଆ ବୋହୂ ସିରିଏଲର ସ୍ଵାତିକ ରାଧିକା (Jagjit Mitali) ଭାଙ୍ଗ ପଣା ପିଇ ସୁଟିଙ୍ଗ ସେଟ୍ ରେ କଲେ ଏମିତି ଖେଳ କରିଲେ

ଆଜି ଆମେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୂ ଧାରାବାହିକ ରେ ଅଭିନୟ କରିଥିବା ରାଧିକା ଓ ସ୍ଵାତିକ କିପରି ପଣା ପଣା ସଂକ୍ରାନ୍ତି ପାଳନ କଲେ ଜାଣିବା ଆମର ଏହି ପେଜ ମାଧ୍ୟମରେ। ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ନୂଆ ବୋହୂ । ନୂଆ ବୋହୂ ରେ ଅଭିନୟ କରୁଥିବା ସତ୍ଵିକ୍ ଏବଂ ରାଧିକା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ।

ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ସତ୍ୱିକ୍ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି । ସତ୍ବିକ୍ ଏବଂ ରାଧିକା ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ଏହି ଜବରଦସ୍ତ ଅଭିନୟ ପାଇଁ ସେ ଲୋକ ପ୍ରିୟ ହବା ସହିତ ସେମାନେ ବର୍ତ୍ତମାନ ଘରେ ଘରେ ପରିଚିତ ।

ଏହି ଦୁଇ ଯୋଡ଼ି ଙ୍କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ଦର୍ଶକ ବନ୍ଧୁ ଏହି ପଣା ସଂକ୍ରାନ୍ତି ରେ ରାଧିକା ଓ ସ୍ଵାତିକ୍ ପଣା ସଂକ୍ରାନ୍ତି ରେ ଭଙ୍ଗା ପଣା ପିଇ ବହୁ ମଜା ମସ୍ତି କରିଛନ୍ତି ଯାହାର ଫଟୋ ସେ ତାଙ୍କ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *