ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବା ମୁନା ଭାଇ ସିଦ୍ଧାନ୍ତ ମହାପାତ୍ର । ଆପଣ ମାନେ ଜାଣିଥିବେ ଯେ ସିଦ୍ଧାନ୍ତ ମହାପାତ୍ର ଉଳୀଉଡ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଥିଲେ । ସିଦ୍ଧାନ୍ତ ମହାପାତ୍ର ଏବେ ଗୋଟେ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଆଜି ଆମେ ଜାଣିବା ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ ସାଇ ସିଦ୍ଧି ଙ୍କ ବିଷୟ ରେ । ବର୍ତ୍ତମାନ ସିଦ୍ଧାନ୍ତ ମହାପାତ୍ର ଙ୍କ ପୁଅ ସାଇ ସିଦ୍ଧି ବର୍ତ୍ତମାନ ଭୁବନେଶ୍ବର ର ଡି ଏ ବି ସ୍କୁଲ୍ ରେ ପାଠ ପଢ଼ୁଛନ୍ତି ଓ ତାଙ୍କର ବର୍ତ୍ତମାନ ବୟସ ହେଉଛି ୧୭ ବର୍ଷ ।
ସାଇ ସିଦ୍ଧି ବର୍ତ୍ତମାନ ପାଠ ପଢ଼ିବା ସହ ଅଭିନୟ ମଧ୍ୟ ଶିଖୁଛନ୍ତି ଯାହା ସୂଚନା ମିଳିଛି ଯେ ସିଦ୍ଧାନ୍ତ ମହାପାତ୍ର ତାଙ୍କ ପୁଅ ସାଇ ସିଦ୍ଧି ଙ୍କୁ ଅଭିନୟ ଶିଖାଉଛନ୍ତି ଯାହା ଫଳରେ ତାଙ୍କର ପାଠ ପଢା ସରିଲା ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବେ ।ଯାହା ସୂଚନା ମିଳିଛି ଯେ ସାଇ ସିଦ୍ଧି ୨୦୨୨ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବାକୁ ଯାଉଛନ୍ତି ।
ଏହି ଫିଲ୍ମ୍ ଟି ରେ ସିଦ୍ଧାନ୍ତ ମହାପାତ୍ର ଓ ତାଙ୍କ ସ୍ତ୍ରୀ ମାମା ମିଶ୍ର ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମ୍ ଟି ରେ ସାଇ ସିଦ୍ଧି ଙ୍କୁ ବିପକ୍ଷ ରେ କେଉଁ ଅଭିନେତ୍ରୀ ଅଭିନୟ କରିବେ ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ ।ଏବେ ଏହି ଫିଲ୍ମ୍ ଟି ସ୍କ୍ରିପ୍ଟ ଲେଖା ଚାଲିଛି । ହଁ ବନ୍ଧୁ ଦିନ ପରେ ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର ଏକାଠି ନଜର ଆସିବେ । ଯାହାକୁ ଦର୍ଶକ ମାନେ ଏହି ଦୁଇ ଯୋଡ଼ି ଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ଓ ଏବେ ଏହି ଅପେକ୍ଷା ର ଅନ୍ତ ଘଟିବ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ