Breaking News

ଭିଡିଓ ଦେଖନ୍ତୁ – ନବବିବାହିତା ସବ୍ୟ ଅର୍ଚ୍ଚିତା କିପରି ଓଡିଆ ନୂଆ ବର୍ଷା ଓ ପଣା ସଙ୍କ୍ରାନ୍ତି ପାଳନ କରିଲେ

ଦର୍ଶକ ବନ୍ଧୁ ନୂଆ କରି ବିବାହ ହୋଇଥିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ଦୁହେଁ ମିଶି ଓଡ଼ିଆ ନୂଆ ବର୍ଷ ପାଳନ କରିବା ସହ ଦର୍ଶକ ମାନ ଙ୍କୁ ଓଡ଼ିଆ ନବ ବର୍ଷ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ଖାଲି ସେତିକି ନୁହେଁ ବନ୍ଧୁ ପଣା ସଂକ୍ରାନ୍ତି ପଣା କରି ଦର୍ଶକ ମାନ ଙ୍କୁ ଦେଖେଇବା ସହ କେମିତି ଭଲ ପଣା ତିଆରି କରାଯାଏ ତାହା ମଧ୍ୟ କହିଥିଲେ । ତାହେଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ ।ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ବିଲାସ ପୂର୍ଣ୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ । ସବ୍ୟ ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତି ଥିଲେ ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଘର ଟି ସମ୍ପୂର୍ଣ ହୋଇଥିଲା । ବିବାହ ର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ଓ ତାଙ୍କ ବିବାହ ଘର ର ରିଶେପେଶନ ଭୁବନେଶ୍ୱର ରେ ଆୟୋଜନ କରିଥିଲେ । ଏହି ବିବାହ ପାଟି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ ।ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଞ୍ଚ ଗୋଟି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରି ସାରିଲେଣି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ତାଙ୍କର ଏହି ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାଆନ୍ତି ।

ତାଙ୍କର ରିସେପେସନ୍ ଓଡ଼ିଆ ଫିଲ୍ମ୍ ର ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦବା ସହ ତାଙ୍କ ଫ୍ୟାନ ମାନେ ମଧ୍ୟ ଆସିଥିଲେ । ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗିଛି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ଏକ ଲାଇଭ ଭିଡିଓ । ଯେଉଁ ଭିଡିଓ ଟି ରେ ସେମାନେ ପଣା ତିଆରି କରୁଥିବାର ଦୃଶ୍ୟ ନଜର କୁ ଆସିଛି ଓ ପଣା ତିଆରି କରିବା ପାଇଁ ଯାହା ସବୁ ଖାଦ୍ୟ ସାମଗ୍ରୀ ଦରକାର ସେ ସବୁ କୁ ନେଇ ପଣା ପ୍ରସ୍ତୁତ କରିଛନ୍ତି ଦର୍ଶକ ମାନ ଙ୍କ ପାଇଁ । ଏହି ସହିତ ସେମାନେ ଓଡ଼ିଆ ନବ ବର୍ଷ ପାଳନ କରିବା ସହିତ ସେ ତାଙ୍କ ଦର୍ଶକ ମାନ ଙ୍କୁ ଓଡ଼ିଆ ନବ ବର୍ଷ ର ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଆ ନବ ବର୍ଷ ପାଳନ କରିଥିଲେ ଓ ଏଥିରେ ତାଙ୍କ ପରିବାର ଲୋକେ ମଧ୍ୟ ନଜର ଆସିଛନ୍ତି । ଯାହାର ଭିଡିଓ ସବ୍ୟସାଚୀ ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *