Breaking News

ହୋଲି ଖେଳିବାକୁ ଯାଇ ଜଣେ ଯୁବକ ତାର ପ୍ରେମିକା ମଥା ରେ ସିନ୍ଦୂର ଲଗାଇ ଦେଲା, ତାପରେ ଯାହା ହେଲା….

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ପ୍ରେମ ପଡ଼ିଥିବା ବ୍ୟକ୍ତି ତାର ପ୍ରେମ ପାଇଁ କିଛି ବି କରିପାରେ । ଯେମିତି କି ଆଜି କାଲି କ ଏଇ ଆଧୁନିକ ଯୁଗ ରେ ଯୁବ ପୀଢ଼ି ମାନେ ଅଜବ ପ୍ରକାର ର ପ୍ରେମ କରୁଛନ୍ତି ତେବେ ତାଙ୍କର ପ୍ରେମ ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନ ଙ୍କୁ ଏମିତି ଏକ ପ୍ରେମ ବିଷୟ ରେ କହିବୁ ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକୁ ପ୍ରାୟ ଏକ ବର୍ଷ ପୂର୍ବେ ଦୁଇ ପ୍ରେମୀ ଯୁଗଳ ଲୁଚି ଛପି ପରସ୍ପର କୁ ଦେଖା କରୁଥିଲେ । ତେବେ ଏହି ଲୁଚା ଛପା ପ୍ରେମ ଦେଖା ବେଶୀ ଦିନ ଯାଏ ରହିଲା ନାହିଁ । ଧୀରେ ଧୀରେ ତାଙ୍କ ପ୍ରେମ କାହାଣୀ ସାରା ଗାଆଁ ରେ ବ୍ୟାପି ଗଲା ।

ଦର୍ଶକ ବନ୍ଧୁ ଏହି ପୁଅ ଆଉ ଝିଅ ଘର ସାମ୍ନା ସାମ୍ନି ଓ ସେ ପୁଅ ଝିଅ ଗୋଟେ କ୍ଲାସ୍ ରେ ପାଠ ପଢୁଥିଲେ । ତେବେ ଏହି ଝିଅ ଜଣ କ ସବୁବେଳେ ପୁଅ ଘର କୁ ଯାଉଥିଲା ।ହେଲେ ପୁଅ ଘର ଲୋକେ ତାଙ୍କର ଏହି ପ୍ରେମ ବିଷୟ ରେ କିଛି ବି ଜାଣି ନଥିଲେ କିନ୍ତୁ ପରେ ପୁଅ ଘର ଜାଣିବା କୁ ପାଇଲେ ଯେ ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ବୋଲି । ସେ ଝିଅ ବିବାହ କରିବାକୁ ରାଜି ହଉ ନଥିଲା ସେଥିପାଇଁ ତା ର ମା ତାକୁ ବାଡେଇଲା ଆଉ ତାଙ୍କର ଏହି ପ୍ରେମ ରେ ଝିଅ ର ମା ରାଜି ନଥିଲା ।

ଗୋଟିଏ ଦିନ ର ଘଟଣା ଯେବେ ହୋଲି ଆସିଲା ଓ ଆପଣ ମାନେ ଜାଣିଥିବେ ଯେ ଏହି ହୋଲି ରେ ସମସ୍ତେ ପରସ୍ପର କୁ ରଙ୍ଗ ଲଗାଇଥନ୍ତି । ଆପଣ ଙ୍କ ର ନିଶ୍ଚୟ ମାନେ ଥିବ ବଲିଉଡ୍ ସୁପର୍ ହିଟ ‘ ଶୋଲେ ‘ ଚଳଚ୍ଚିତ୍ର ର ପ୍ରସିଦ୍ଧ ଗୀତ – ” ହୋଲି କେ ଦିନ୍ ଦିଲ୍ ମିଲ୍ ଯାତେ ହେଁ ରଙ୍ଗୋ ମେଁ ରଙ୍ଗ ମିଳ ଜାତେ ହେଁ ” । ତେବେ ସେହି ହୋଲି ଦିନ ପ୍ରେମିକ ଜନକ ତାର ପ୍ରେମିକ ମଥା ରେ ସିନ୍ଦୂର ଲଗାଇ ଦେଲା ତା ପର ଠୁ ଏହି ପ୍ରେମୀ ଯୁଗଳ ସାତ ଜନ୍ମ ର ସାଥି ହୋଇଗଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଡି ଆସୁଛି ଆଉ ଏକ ବାତ୍ୟା, ସତର୍କ ସୂଚନା ଜାରି କରିଲା ପ୍ରଶାସନ, ପବନର ବେଗ ୨୦୦ କିମି

ଉତ୍ତର ଫିଲଫାଇନ୍ସ ରେ ଲ୍ୟାଣ୍ଡ ଫଳ କରିଛି ସୁପର ଟାଇଫନ ଚାଣ୍ଠୁ ଓ ଏହି ଟାଇଫାନ ଟି ଲ୍ୟାଣ୍ଡଫଳ କରିବା …

Leave a Reply

Your email address will not be published. Required fields are marked *