Breaking News

ଆଗାମୀ ଦିନରେ ଏହି ollywood ଅଭିନେତା ଓ ଅଭିନେତ୍ରୀ ମାନେ ପରସ୍ପରକୁ ବିବାହ କରିବା ପାଇଁ ଯାଉଛନ୍ତି

ଆମ ଉଳିଉଡ୍ ଇଣ୍ଡଷ୍ଟ୍ରି ରେ ଏମିତି କିଛି କଳାକାର ବା ସେଲିବ୍ରିତି ଅଛନ୍ତି । ଯେଉଁ ମାନେ କୁ ସୁଟିଂ ସେଟ୍ ରୁ ପରସ୍ପର କୁ ଭଲପାଇ ରୀଲ୍ ଲାଇଫ ରୁ ରିଅଲ ଲାଇଫ ରେ ଏକାଠି ହୋଇଥାନ୍ତି । ଆଜି ଆମେ ଜାଣିବା ଆଗାମୀ ଦିନରେ କେହି ରିଲ ଲାଇଫ ରୁ ରିଅଲ ଲାଇଫ ରେ କେଉଁ କଳାକାର ଏକାଠି ହବା କୁ ଯାଉଛନ୍ତି ଆସନ୍ତୁ ଜାଣିବା ।

୧ ଶ୍ରଦ୍ଧା ଆପଣ ମାନେ କୁଆଁରୀ ବୋହୂ ରେ ଶ୍ରଦ୍ଧା ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ସେ ଆଗାମୀ ଦିନ ରେ ବିବାହ କରିବା କୁ ଯାଉଛନ୍ତି ।


୨ ସାଇ ଆପଣ ମାନେ ସାଇ ଙ୍କୁ କୁଆଁରୀ ବୋହୂ ରେ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ । ସେ ସାରା ଙ୍କୁ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି ଆପଣ ମାନେ ସାରା ଙ୍କୁ ଭି ଜାଣିଥିବେ ଜି ସାର୍ଥକ ଓ ଫିଲ୍ମ୍ ରେ ଅଭିନୟ କରିଥିବା ର ।


୩ ଅମର ଓ ଜେଶୀ ଏହି ଦୁଇ ଜଣ ଙ୍କୁ ଆପଣ ମାନେ ଭଲ ରେ ଜାଣିଥିବେ ସେ ତୁ ମୋ ଜୀବନ ସାଥୀ ରେ ତାଙ୍କର ଜବରଦସ୍ତ ଅଭିନୟ କରିଥିବା ର । ଏହି ଦୁଇ ଜଣ ପରସ୍ପର କୁ ଭଲପାଆନ୍ତି ଓ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି ।


୪ ଲିପ୍ସା ଆପଣ ମାନେ ଲିପ୍ସା ଙ୍କୁ ନିଶ୍ଚୟ ଜାଣିଥିବେ ଜି ସାର୍ଥକ ର ହେ ପ୍ରଭୁ ଧାରାବାହିକ ରେ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ସେ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି ।


୫ ଅଶ୍ୱିନ ଓ ପ୍ରେରଣା ଆପଣ ମାନେ ନିଶ୍ଚୟ ଏହି ଦୁଇ ଜଣ ଙ୍କୁ ଜାଣିଥିବେ ସେମାନେ ବହୁତ୍ ସାରା ଶୋ ରେ ଆଙ୍କାରିଂ କରିବା ର ବହୁତ୍ ସାରା ଫିଲ୍ମ୍ ରେ ଅଭିନୟ କରିଥିବା ର ଦେଖିବାକୁ ମିଳିଛି ଅଶ୍ଵିନୀ ଙ୍କ ର । ଏହି ଦୁଇ ଜଣ ପରସ୍ପର କୁ ଭଲପାଆନ୍ତି ଓ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି ।

୬ ଶ୍ରଦ୍ଧା ଓ ରାଜ ରାଜେଶ୍ ଏହି ଦୁଇ ଜଣଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଅନେକ ଧାରା ଵାହିକ୍ ରେ । ଏହି ଦୁଇ ଯୋଡ଼ି ଙ୍କ ନିର୍ବନ୍ଧ ଶାରିଯାଇଛି ଓ ଆଗାମୀ ଦିନରେ ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.