Breaking News

ତାରା ତାରିଣୀ ସିରିଏଲ ବନ୍ଦ ହେବାର ଅସଲ କାରଣ ସାମ୍ନା କୁ ଆସିଲା, ତେବେ ଜାଣନ୍ତୁ ଏହି କାରଣ ଟି କଣ

ଦର୍ଶକ ବନ୍ଧୁ ତାରା ତାରିଣୀ ର ତାରା ସିରିଏଲେ ଛାଡ଼ିବାକୁ ଯାଉଛନ୍ତି । ନୂଆ ତାରା ତାରିଣୀ ଧାରାବାହିକ ଟି ବନ୍ଦ ହବା କୁ ଯାଉଛି । ତାହେଲେ କଣ ରହିଛି କାରଣ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ଲିଡ ନାୟିକା ଭାବରେ ଅଭିନୟ କରୁଥିବା ତାରେଣୀ ବା ଲିପି ମହାପାତ୍ର ଙ୍କ ବିଷୟ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।

ଲିପି ଧାରାବାହିକ ରେ ଅଭିନୟ କରିବା ସହିତ ସେ ଅନେକ ଫିଲ୍ମ୍ ଓ ମ୍ୟୁଜୀକ୍ ଭିଡିଓ ଆଲବମ୍ ରେ ଭଲ ଅଭିନୟ କରି ସେ ଆଜି ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ଲିପି ଙ୍କ ପିଲା ବେଳୁ କରିବାକୁ ରୁଚି ରଖୁଥିଲେ । ଆପଣ ମାନେ ଜାଣିଛନ୍ତି କି ଲିପି ଙ୍କ ର ବାପା ମା ତାଙ୍କୁ ଆଇପିଏସ୍ କରିବାକୁ ଚାଂହୁଥିଲେ କିନ୍ତୁଲିପି ଙ୍କ ର ଅଭିନୟ କରିବା ର ରୁଚି ଥିଲା । ଲିପି ପିଲା ଦିନୁ ଭଲ ଅଭିନୟ କରୁଥିଲେ ଓ ଭଲ ପାଠ ମଧ୍ୟ ଭଲ ପଢୁଥିଲେ । ଲିପି କଲେଜ୍ ରେ ପଢିଲା ବେଳେ କେତେ ଗୁଡ଼ିଏ ଆଲବମ୍ ଗୀତ ମଧ୍ୟ କରିଥିଲେ ।

ବର୍ତ୍ତମାନ ସମୟ ରେ ଏକ ବଡ଼ ଖବର ଭାଇରାଳ ହବା ରେ ଲାଗିଛି ଯେ ତାରା ତାରିଣୀ ଧାରାବାହିକ ର ତାରା ଅଭିନୟ ଛାଡ଼ିବାକୁ ଯାଉଛନ୍ତି । ହଁ ଦର୍ଶକ ବନ୍ଧୁ ତାରା ତାରିଣୀ ଧାରାବାହିକ ରେ କିଛି ବଦଳିବାକୁ ଯାଉଛି । ଏଥିରେ ଛୋଟ ତାରା ତାରିଣୀ ବର୍ତ୍ତମାନ ବଡ଼ ହୋଇ ଯାଇଛନ୍ତି । ଏହାର ଟାଇଟଲ କୁ ଚେଞ୍ଜ କରି ତାରା ଆଖିରେ ତାରିଣୀ ରାଖିଛନ୍ତି । ଏହାକୁ ଆପଣ ୧୯ ତାରିଖ ରାତି ୯:୦୦ ଟା ରେ ଦେଖିବାକୁ ପାଇବେ । ଏଥିରେ ଆପଣ ତାରା ତାରିଣୀ ଙ୍କୁ ସୁମନ ପଟ୍ଟନାୟକ ଓ ଅସୀମା ପାତ୍ର ଙ୍କୁ ଦେଖିବାକୁ ମିଳିବ । ଏଥିରେ ତାରିଣୀ ଙ୍କ ସ୍ଥାନ ରହିବ ନାହିଁ । ଯଦି ମା ଚରିତ୍ର ରୁହେ ତାହେଲେ ସେ କାହାକୁ ଦେବେ ତାହା ଏ ପର୍ଯ୍ୟନ୍ତ କାହାକୁ ଦେବେ ବୋଲି ଘୋଷଣା କରି ନାହାନ୍ତି । ଏହାକୁ ଦର୍ଶକ ମନେ ଶୁଣି ବିଚଳିତ ହୋଇଯାଇଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ …

Leave a Reply

Your email address will not be published. Required fields are marked *